ଇରାନରୁ ଭାରତୀୟଙ୍କ ରେସକ୍ୟୁ ଅପରେଶନ ଜାରି, ଆର୍ମେନିଆ ଦେଇ ଫେରୁଛନ୍ତି ୧୧୦ ଛାତ୍ର
ତେହେରାନ/ନୂଆଦିଲ୍ଲୀ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା (ଇରାନ-ଇସ୍ରାଏଲ ସଂଘର୍ଷ) ପରେ ତେହେରାନର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। ଭାରତୀୟ ଦୂତାବାସ ତେହେରାନରେ ଉପସ୍ଥିତ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ କରିଛି। ଏଥର ୧୧୦ ଜଣ ଭାରତୀୟ…
ଶେଷ ହୋଇଯିବ ଇରାନ! କେବଳ ଯୁଦ୍ଧବିରତି ନୁହେଁ, ବଡ଼ ଟାର୍ଗେଟ ଖୁଲାସା କଲେ ଟ୍ରମ୍ପ
ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ-ଇରାନ ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଏକ ବୃହତ୍ତର ଆଞ୍ଚଳିକ ଯୁଦ୍ଧର ଭୟ ବଢ଼ିଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ଯୁଦ୍ଧରେ ବିରତି ଚାହୁଁନାହାନ୍ତି। ଏୟାର ଫୋର୍ସ ଓ୍ଵାନରେ ଖବରଦାତାମାନଙ୍କୁ ଟ୍ରମ୍ପ…
ନିଆଁରେ ଘିଅ ଢାଳୁଛି ଆମେରିକା… ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ରାଗିକି ନିଆଁବାଣ ହେଲା ଚାଇନା
ବେଜିଂ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଚାଇନା ଆମେରିକାକୁ ଚେତାବନୀ ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର ଲୋକମାନଙ୍କୁ ସହର ଖାଲି କରିବାକୁ କହିଥିଲେ। ଚାଇନା ଏହା ଉପରେ କଡ଼ା ପ୍ରତିକ୍ରିୟା ଦେଇଛି। ଯୁଦ୍ଧ ପାଇଁ…
ଇସ୍ରାଏଲ ଆକ୍ରମଣରେ ଇରାନରେ ୨୨୪ରୁ ଅଧିକ ମୃତ, ଟ୍ରମ୍ପ ଦେଲେ ବଡ ଚେତାବନୀ…
ତେହେରାନ, ୧୬।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ମଧ୍ୟପ୍ରାଚ୍ୟରେ ଏକ ବୃହତ୍ ଯୁଦ୍ଧର ଆଶଙ୍କାକୁ ବୃଦ୍ଧି କରିଛି। ଇସ୍ରାଏଲର ସାମରିକ ବାହିନୀ ଶୁକ୍ରବାରଠାରୁ ଇରାନର ପରମାଣୁ କେନ୍ଦ୍ର, ସାମରିକ ଅବସ୍ଥାନ ଏବଂ ତୈଳ ବିଶୋଧନାଗାର ଉପରେ ନିରନ୍ତର…
ବଡ଼ ଖବର: ନେତାନ୍ୟାହୁଙ୍କ ବେଡ୍ ରୁମ୍ ଉପରେ ମିଶାଇଲ୍ ମାଡ଼ କଲା ଇରାନ
ତେଲ ଅଭିଭ,୧୬।୬: ଇରାନ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଇରାନ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ତେହେରାନରୁ ଏକ ମିଶାଇଲ୍ ମୋ ବେଡ୍ରୁମ୍ର…
ସ୍ବଦେଶ ଫେରିବାକୁ ଗୁହାରି କଲେଣି ଇରାନରେ ଥିବା ଭାରତୀୟ ଛାତ୍ର
ନୂଆଦିଲ୍ଲୀ/ତେହେରାନ,୧୬।୬: ଇରାନରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ନିରାପଦରେ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଇସ୍ରାଏଲୀ ଆକ୍ରମଣ ଯୋଗୁ ସାରା ଦେଶରେ ଇରାନରେ ଫସି ରହିଥିବା ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମଧ୍ୟରୁ ଜଣେ ଇମତିସାଲ…
‘ଆକ୍ରମଣ ବନ୍ଦ ହେବନି, ବରବାଦ ହେବ ଇରାନ’, କିଛି ବଡ଼ ଘଟଣା ଘଟାଇବ କି ଇସ୍ରାଏଲ?
ଜେରୁଜେଲମ,୧୫।୬: ରବିବାର ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ନୂଆ ଆକ୍ରମଣ ଆରମ୍ଭ କରି ଏକ ବ୍ୟାପକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ବିଶ୍ୱର ସର୍ବବୃହତ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣ କରି ଇସ୍ରାଏଲ ଇରାନ ବିରୁଦ୍ଧରେ ତା’ର ଆଶ୍ଚର୍ଯ୍ୟଜନକ ଅଭିଯାନକୁ…
ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଇସ୍ରାଏଲ୍
ଜେରୁଜେଲମ/ତେହରାନ୍,୧୫ା୬: ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ବହୁ ବର୍ଷ ଧରି କୁହୁଳୁଥିବା ଧୂଅଁା ଏବେ ନିଅଁାର ରୂପ ନେଇ ବ୍ୟାପିବାରେ ଲାଗିଛି। ୨୦୨୩ ଅକ୍ଟୋବର ୭ରୁ ହାମାସ୍ ସହ ଯୁଦ୍ଧରତ ଥିବା ଇସ୍ରାଏଲ୍ ଜୁନ୍ ୧୩ରେ ଇରାନ୍ ଉପରେ ଅତର୍କିତ ଆକ୍ରମଣ କରିବା…
ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ: କଥା ନ ମାନିଲେ ହେବ ବୋମାମାଡ଼
ନୂଆଦିଲ୍ଲୀ,୩୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତିରେ ପହଞ୍ଚିବାକୁ ମନା କରେ, ତେବେ ସେ ଇରାନ ଉପରେ ବୋମା ପକାଇବା ବିଷୟରେ ବିଚାର କରିବେ। ଏକ ସାକ୍ଷାତକାରରେ…
ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍, ଉଚିତ ଜବାବ ଦିଆଯିବ…
ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଶନିବାର ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା…
୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ
ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି…
ଇରାନରେ ବିଷାକ୍ତ ମଦ ପିଇ ୨୬ରୁ ଅଧିକ ମୃତ
ତେହେରାନ, ୩।୧୦: ଇରାନରେ ମିଥାନୋଲ ମିଶ୍ରିତ ବିଷାକ୍ତ ମଦ ପିଇ ଅତି କମ୍ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାନେଇ ଗୁରୁବାର ଦେଶର ସରକାରୀ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଇରାନର ମାଜନ୍ଦରାନ ଓ ଗିଲାନ୍ ରାଜ୍ୟ ଏବଂ ପଶ୍ଚିମ ଇରାନର…
Archives


