Tag Archives: Iran

ଇରାନରେ ଟାର୍ଗେଟେଡ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ସିନିୟର ମିଲିଟ୍ରି ଅଧିକାରୀ ନିହତ, ରହିଛି ହମାସ ସହ କନେକ୍ସନ

ତେହେରାନ,୨୧।୬: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ସେମାନେ ଇରାନର ବରିଷ୍ଠ ସାମରିକ ସଦସ୍ୟ ସଇଦ ଇଜାଦିଙ୍କୁ ହତ୍ୟା କରିଛନ୍ତି। ଇଜାଦିଙ୍କ ଉପରେ ଇସ୍ରାଏଲ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ଅଭିଯୋଗ ଅଛି। ଇସ୍ରାଏଲ ଇରାନରେ ଏକ ଲକ୍ଷ୍ୟଭେଦୀ ବିମାନ ଆକ୍ରମଣରେ…

ରାଗିଗଲେ ସୋନିଆ: ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୋଦି ସରକାର ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୨୧।୬: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଇଂରାଜୀ ଖବରକାଗଜରେ ଏକ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ଇରାନ ଭାରତର ପୁରୁଣା ବନ୍ଧୁ ଏବଂ ଗଭୀର ସମ୍ପର୍କ ଦ୍ୱାରା ଆମ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତକୁ ଜୋରଦାର ଝଟ୍‌କା, ସୀମାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭାରତକୁ ବଡ଼ ଝଟ୍‌କା ଦେଇଛି। ଏହି ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କୁ ପ୍ରଭାବିତ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନ ଦେଇ ଯାଉଥିବା ଚାଉଳ ରପ୍ତାନି ବନ୍ଦ…

ଇରାନ ମିସାଇଲ ଆଗରେ ଫେଲ୍ ମାରିଲା ଇସ୍ରାଏଲର ଆଇରନ ଡୋମ, ଖୁଲାସା କଲେ ଅବସରପ୍ରାପ୍ତ ବ୍ରିଗେଡିୟର ଜେନେରାଲ

ନୂଆଦିଲ୍ଲୀ,୨୦ା୬: ଗତ ଆଠ ଦିନ ଧରି ଇସ୍ରାଏଲର ଖ୍ୟାତିସମ୍ପନ୍ନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ ଡୋମ’ ଇରାନର ବିଭିନ୍ନ ମିସାଇଲ ଆକ୍ରମଣର ମୁକାବିଲା କରି ଏକ ଅଭୂତପୂର୍ବ ପରୀକ୍ଷା ଦେଇ ଗତି କରୁଛି। ସଂଘର୍ଷ ଆଠ ଦିନରେ ପହଞ୍ଚିଥିବା ବେଳେ ଏହାର…

କ୍ଲଷ୍ଟର ବୋମା କ’ଣ? ଇସ୍ରାଏଲ ଉପରେ ଇରାନ ବ୍ୟବହାର କଲା ଏହି ଭୟଙ୍କର ଅସ୍ତ୍ର

ନୂଆଦିଲ୍ଲୀ,୨୦।୬: କ୍ଲଷ୍ଟର ବୋମା, ଯାହାକୁ କ୍ଲଷ୍ଟର ମ୍ୟୁନିସନ୍ସ ମଧ୍ୟ କୁହାଯାଏ, ଏକ ପ୍ରକାରର ବିସ୍ଫୋରକ ଅସ୍ତ୍ର ଯେଉଁଥିରେ ଏକ ବୃହତ ବୋମା ବା କ୍ଷେପଣାସ୍ତ୍ର ମଧ୍ୟରେ ଅନେକ ଛୋଟ ଛୋଟ ବିସ୍ଫୋରକ ଉପକରଣ (ବୋମ୍ବଲେଟ୍ସ) ଥାଏ। ଏହି ବୋମାଗୁଡ଼ିକ ବାୟୁମଣ୍ଡଳରେ ଖୋଲି…

‘ଆମକୁ ଆବଶ୍ୟକ ନାହିଁ ଆମେରିକାର ମଧ୍ୟସ୍ଥତା’, ଇରାନକୁ ଆଉ ଏକ ଚେତାବନୀ ଦେଲେ ନେତାନ୍ୟାହୁ, କହିଲେ…

ଜେରୁଜେଲମ,୨୦।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରଖିବା ପାଇଁ ଆମେରିକାର ସବୁଜ ସଙ୍କେତକୁ ଅପେକ୍ଷା କରିବ ନାହିଁ ଏବଂ ଇରାନର ସମସ୍ତ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ…

ଇରାନ ବିରୋଧରେ ଲଢିବାକୁ ପ୍ରତିଦିନ ଏତିକି ଟଙ୍କା ଖର୍ଚ୍ଚ କରୁଛି ଇସ୍ରାଏଲ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜେରୁଜେଲମ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଗତ ୮ ଦିନ ଧରି ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପର ଉପରେ ମିଶାଇଲ୍‌, ଡ୍ରୋନ ଏବଂ ଲଢ଼ୁଆ ବିମାନ ସାହାଯ୍ୟରେ ଆକ୍ରମଣ କରୁଛନ୍ତି। ଇସ୍ରାଏଲ ଗାଜାରେ ହମାସ ସହିତ ଯୁଦ୍ଧ ଜାରି ରଖିଥିବା…

ଇରାନ ଧମକରେ ଡରିଗଲା କି ଆମେରିକା ? ରାତାରାତି କାତାର ଏୟାରବେସ୍ ରୁ ହଟାଇଦେଲା ଲଢୁଆ ବିମାନ

ନୂଆଦିଲ୍ଲୀ,୨୦ା୬: କାତାରର ଅଲ୍‌ ଉଦେଇଦ ଏୟାରବେସ୍‌ରୁ ଆମେରିକା ନିଜର ଅଧିକାଂଶ ସାମରିକ ବିମାନ ଚୁପଚାପ୍‌ ହଟାଇ ନେଇଛି ବୋଲି ସାଟେଲାଇଟ୍ ଫଟୋରେ ସ୍ପଷ୍ଟ ହୋଇଛି। ଏହି ପଦକ୍ଷେପ ଇରାନ ସହ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷା ପାଇଁ ନିଆଯାଇଥିବା…

ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର

ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି। ଏକ ବିବୃତିରେ, ଏମଇଏ…

ଇରାନ ଉପରେ ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ, ଟ୍ରମ୍ପ ଦେଲେ ନିର୍ଦ୍ଦେଶ, ହେଲେ…

ଓ୍ବାଶିଂଟନ,୧୯।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟପ୍ରାଚ୍ୟକୁ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚାଇଛି। ଇସ୍ରାଏଲ ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣକୁ ତୀବ୍ର କରିଥିବାବେଳେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀରବତା ଏବଂ ଅସ୍ପଷ୍ଟ ବୟାନ ବିଶ୍ୱ ଚିନ୍ତାର ବିଷୟ…

ଏୟାରଷ୍ଟ୍ରାଇକରେ ଇରାନରେ ୫୮୫, ଇସ୍ରାଏଲରେ ୨୪ ଜଣଙ୍କର ମୃତ୍ୟୁ; ତେଲ ଅଭିଭରେ ୪୦୦ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୧୮।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି କାରଣ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିମାନ ଆକ୍ରମଣ ଓ କ୍ଷେପଣାସ୍ତ୍ର ହମଲାରେ ଉଭୟ ଦେଶରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ଇରାନରେ ଅତି…

ଇରାନ ହାତରେ ଲାଗିଲା ବଡ଼ ସଫଳତା, ଇସ୍ରାଏଲ ଗୋଇନ୍ଦା ସଂସ୍ଥା ମୁଖ୍ୟାଳୟ ଉପରେ ପକାଇଲା ବୋମା

ତେହେରାନ/ତେଲ ଅଭିଭ, ୧୭।୬: ଇରାନର ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ମଙ୍ଗଳବାର ଦାବି କରିଛି ଯେ, ସେମାନେ ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦର ତେଲ ଅଭିଭସ୍ଥିତ ମୁଖ୍ୟାଳୟ ଏବଂ ଗ୍ଲିଲୋଟରେ ଥିବା ସାମରିକ ଗୁପ୍ତଚର କେନ୍ଦ୍ର ‘ଆମାନ’କୁ ବାଲିଷ୍ଟିକ ମିସାଇଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri