Tag Archives: Iran

ପାଣି ପାଇଁ ଛଟପଟ ହେଲାଣି ଇରାନ, ଆରମ୍ଭ କଲା ‘ଅପରେଶନ ବର୍ଷା’

ତେହେରାନ,୧୭।୧୧: ଦଶନ୍ଧି ପରେ ପ୍ରଥମ ଥର ପାଇଁ ଇରାନ ଏକ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛି। ପରିସ୍ଥିତି ଏପରି ଖରାପ ହୋଇଛି ଯେ ସରକାର କ୍ଲାଉଡ ସିଡିଂ କିମ୍ବା କୃତ୍ରିମ ବର୍ଷା କରିବାକୁ ଯାଉଛନ୍ତି। ଶନିବାର, ଇରାନୀ ଅଧିକାରୀମାନେ ମେଘରେ...

ହିଜାବକୁ ନେଇ ଉଠିଲା ଝଡ଼, ଇରାନରେ ହିଜାବ ଲାଗୁ କରିଥିବା ନେତାଙ୍କ ଝିଅ ଏମିତି ଡ୍ରେସ ପିନ୍ଧିଲେ ଯେ ତାତିଲେ ଲୋକେ

ତେହେରାନ,୨୧।୧୦: ଇରାନରେ ସାଧାରଣ ମୁସଲମାନ ମହିଳାମାନେ ହିଜାବ ନ ପିନ୍ଧିବା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଜଣେ ବରିଷ୍ଠ ସହାୟକଙ୍କ ଝିଅଙ୍କ ଷ୍ଟ୍ରାପଲେସ ବିବାହ ଗାଉନ ପିନ୍ଧିଥିବାର ଏକ ଭିଡିଓ...

ପରମାଣୁ ଜିଦରେ ଅଟଳ ଇରାନ! ଆମେରିକା-ଇସ୍ରାଏଲ ଆକ୍ରମଣ ଅଟକାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୨।୭: ଇରାନର ପରମାଣୁ କାର୍ଯ୍ୟକ୍ରମ ଦଶନ୍ଧି ଧରି ଆନ୍ତର୍ଜାତୀୟ ବିବାଦର ବିଷୟ ହୋଇ ରହିଛି। ସମ୍ପ୍ରତି ଇସ୍ରାଏଲ ଓ ଆମେରିକାର ଆକ୍ରମଣ ସତ୍ତ୍ୱେ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଫକ୍ସ ନ୍ୟୁଜ୍‌କୁ ଦିଆଯାଇଥିବା ଏକ...

ୟୁରୋପୀୟ ଦେଶ ସହ କଥାବାର୍ତ୍ତା ପୂର୍ବରୁ ଆମେରିକାକୁ କଡ଼ା ବାର୍ତ୍ତା ଦେଲା ଇରାନ

ତେହରାନ,୨୨।୭: ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବାକୁ ଘୋଷଣା କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ ଇରାନର ପରମାଣୁ ସ୍ଥାନକୁ କ୍ଷତି ପହଞ୍ଚାଇଛି, କିନ୍ତୁ ଆମେ ପରମାଣୁ କାର୍ଯ୍ୟକ୍ରମ...

ଟ୍ରମ୍ପଙ୍କୁ ଡ୍ରୋନ ହମଲାର ଧମକ: ଇରାନର ବରିଷ୍ଠ ଅଧିକାରୀଙ୍କ ଖୋଲା ଚେତାବନୀ

ତେହେରାନ/ୱାଶିଂଟନ,୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଘନିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୀବନ ନେଇ ଖୋଲାଖୋଲି ଧମକ ଦେଇଛନ୍ତି। ଲାରିଜାନୀ କହିଛନ୍ତି, ଟ୍ରମ୍ପ ଯେତେବେଳେ ତାଙ୍କ ଫ୍ଲୋରିଡାସ୍ଥିତ ବିଳାସପୂର୍ଣ୍ଣ ବାସଭବନ ମାର-ଏ-ଲାଗୋରେ ସୂର୍ଯ୍ୟକିରଣରେ...

ପାଣି ତଳେ ବାରୁଦ ରଖିଥିଲା ଇରାନ, ଭାରତ-ଚାଇନା ତୈଳ ମାର୍ଗକୁ ନଷ୍ଟ କରିବା ଥିଲା ଉଦ୍ଦେଶ୍ୟ: ଗୋଇନ୍ଦା ରିପୋର୍ଟ

ତେହେରାନ,୨ା୭: ଆମେରିକୀୟ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀରେ ନୌସେନା ଲ୍ୟାଣ୍ଡମାଇନ ଲୋଡ୍‌ କରିଥିଲା। ଏହା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ବନ୍ଦ କରିବାର ପ୍ରସ୍ତୁତି ବୋଲି କୁହାଯାଉଛି। ଯଦିଓ ଖଣିଗୁଡ଼ିକୁ ଏପର୍ଯ୍ୟନ୍ତ...

ଆମେରିକାକୁ କଡ଼ା ଶବ୍ଦରେ ଜବାବ ଦେଲା ଇରାନ, ସିଧା ସିଧା କହିଲା ହେବନାହିଁ କୌଣସି ପରମାଣୁ ବାର୍ତ୍ତା

ତେହେରାନ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଆମେରିକା ସହିତ ଆଉ କୌଣସି ପରମାଣୁ ଆଲୋଚନା ହେବ ନାହିଁ। ଆମେରିକା ରାଷ୍ଟ୍ରପତି...

ପ୍ରଥମେ ବୋମା ମାଡ, ଏବେ ଆମେରିକା ଇରାନ ପାଇଁ ଖୋଲିଦେଲା ପେଡ଼ି

ଓ୍ବାଶିଂଟନ,୨୭।୬: ଗତ ଦୁଇ ସପ୍ତାହ ଧରି ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆମେରିକା ମଧ୍ୟ ଯୁଦ୍ଧରେ ପ୍ରବେଶ କରିଥିଲା। ଏହା ଇରାନ ଉପରେ ଆକ୍ରମଣ କରିଥିଲା। ତଥାପି, ଏବେ...

ଯୁଦ୍ଧ ଶେଷ ହୋଇଛି କିନ୍ତୁ ଫୋର୍ଡୋରୁ ଗାଏବ ୪୦୦ କେଜି ୟୁରାନିୟମ୍ ପାଇଁ ନୂଆ ଉତ୍ତେଜନା: ଇସ୍ରାଏଲ କହିଲା – ଦେବାକୁ ପଡ଼ିବ

ନୂଆଦିଲ୍ଲୀ,୨୭ା୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ଅସ୍ଥାୟୀ ଯୁଦ୍ଧବିରତି ସହିତ ଶେଷ ହୋଇଥିଲେ ମଧ୍ୟ, ଇରାନର ଫୋର୍ଡୋ ପରମାଣୁ ସମୃଦ୍ଧିକରଣ କେନ୍ଦ୍ରରୁ ଗାଏବ ହୋଇଥିବା ୪୦୦ କିଲୋଗ୍ରାମ ସମୃଦ୍ଧ ୟୁରାନିୟମକୁ ନେଇ ନୂଆ ବିବାଦ ଆରମ୍ଭ...

ଯୁଦ୍ଧବିରତି ପରେ ଇସ୍ରାଏଲକୁ ଟ୍ରମ୍ପଙ୍କ ଚେତାବନୀ, ଦେଲେ କଡା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ “ବୋମା ଫୋପାଡ଼ନ୍ତୁ ନାହିଁ” ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ ଘରକୁ ଫେରାଇ ଆଣନ୍ତୁ। ଏହି ଚେତାବନୀ ଏକ ସମୟରେ ଆସିଛି ଯେତେବେଳେ...

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ପରେ ଆସିଲା ଇରାନର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା: ବିଶ୍ୱରେ ଖେଳିଗଲା…

ତେହେରାନ,୨୪।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। କିନ୍ତୁ ଇରାନ ଏହା ଉପରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛି। ଏହା କହିଛି, ଟ୍ରମ୍ପ ମିଛ କହୁଛନ୍ତି।...

୧୨ ଦିନ ପରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ: ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହୋଇଥିବା ନେଇ ଘୋଷଣା କରିଛନ୍ତି। ଏହି ଘୋଷଣା ସମ୍ପର୍କରେ ଇରାନ କିମ୍ବା ଇସ୍ରାଏଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ। ସୂତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri