ସ୍ତ୍ରୀ IAS, ସ୍ୱାମୀ IPS: ନକ୍ସଲ ପ୍ରବଣ ଜିଲା ସମ୍ଭାଳୁଛନ୍ତି ଚର୍ଚ୍ଚିତ ଅଫିସର ଦମ୍ପତି ରାୟପୁର,୧୮ା୧: ଛତିଶଗଡ଼ର ଯୁବ ଅଫିସର ଦମ୍ପତି ଏବେ ନିଜର କାର୍ଯ୍ୟଦକ୍ଷତା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସ୍ତ୍ରୀ ଆଇଏଏସ୍ (IAS) ଏବଂ ସ୍ୱାମୀ ଆଇପିଏସ୍ (IPS)। ଉଭୟ ଏବେ ରାଜ୍ୟର ଦୁଇଟି ନକ୍ସଲ ପ୍ରବଣ ଜିଲାର କମାଣ୍ଡ ସମ୍ଭାଳୁଛନ୍ତି। ମଙ୍ଗଳବାର...