Tag Archives: ipl final

ସ୍ବପ୍ନ ସତ ହେବାପରେ ପଡ଼ିରେ ଭୋ ଭୋ ହୋଇ କାନ୍ଦିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୬: ବିରାଟ କୋହଲିଙ୍କ ସ୍ବପ୍ନ ଶେଷରେ ସତ ହେଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସ୍ଲୋଗାନ – ଏ ସାଲା କପ ନାମ ଦେ ଶେଷରେ ସଫଳ ହୋଇଥିଲା। RCB ପ୍ରଥମ ଥର ପାଇଁ IPL ଚାମ୍ପିଅନ ହେଲା। ୧୮ ବର୍ଷର କଠିନ…

IPL final: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ RCB ଖେଳାଳି, ସ୍ୱାଗତ କଲା ବର୍ଷା

ଅହମ୍ମଦାବାଦ,୩।୬: ଆଇପିଏଲ ୨୦୨୫ର ମହାମୁକାବିଲା ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଖେଳାଳିମାନେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଛନ୍ତି। କିନ୍ତୁ ମ୍ୟାଚ ଆରମ୍ଭ ପୂର୍ବରୁ ଅହମ୍ମଦାବାଦରେ ବର୍ଷା ଆରମ୍ଭ ହୋଇଛି, ଯାହା ଫାଇନାଲ ମ୍ୟାଚ ଉପରେ ପ୍ରଭାବ ପକାଇବାର ଆଶଙ୍କା…

ଆଇପିଏଲ ଚାମ୍ପିୟନ ଟିମକୁ ମିଳିବ ଏତେ କୋଟି ଟଙ୍କା, ରନର-ଅପ ବି ହେବେ ମାଲାମାଲ, ଜାଣନ୍ତୁ କାହାକୁ ମିଳିବ କେତେ

ନୂଆଦିଲ୍ଲୀ,୩।୬: IPL 2025 ର ଫାଇନାଲ ମ୍ୟାଚ ମଙ୍ଗଳବାର ୩ଜୁନରେ ପଞ୍ଜାବ କିଙ୍ଗସ ଏବଂ RCB ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଯାଉଛି। ଉଭୟ ଦଳ ସେମାନଙ୍କର ପ୍ରଥମ IPL ଟ୍ରଫି…

IPL ଫାଇନାଲ ପାଇଁ ଟିଏମସି-ବିଜେପି ମୁହାଁମୁହିଁ, ବଦଳିବ କି ନିଷ୍ପତ୍ତି ?

ନୂଆଦିଲ୍ଲୀ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ର ଫାଇନାଲ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ନିଷ୍ପତ୍ତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)…

ଆଇପିଏଲ୍‌ ୨୦୨୪: ଆଜି କୋଲକାତା-ସନରାଇଜର୍ସ ଫାଇନାଲ

ଚେନ୍ନାଇ,୨୫ା୫(ପି.ଟି): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ ତମ ସଂସ୍କରଣର ଫାଇନାଲ ରବିବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌କୁ ଫ୍ୟାନ୍‌ମାନେ କୋଲକାତାର ମେଣ୍ଟର ଗୌତମ ଗମ୍ଭୀର ଓ ହାଇଦ୍ରାବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri