Tag Archives: IPL Auction

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି, ଯାହା ସେମାନଙ୍କୁ ସର୍ବାଧିକ ୯ ଜଣ ଖେଳାଳିଙ୍କୁ କିଣିବାକୁ ଅନୁମତି ଦେବ। CSK ବର୍ତ୍ତମାନ…

”ଲାଗୁଛି ବହୁତ ଟଙ୍କା ଦେଇଦେଲି”, ରିଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣି ମନଦୁଃଖ କଲେ ଲକ୍ଷ୍ନୌ ମାଲିକ

ନୂଆଦିଲ୍ଲୀ,୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପାଇଁ ଦୁଇ ଦିନିଆ ନିଲାମ ଚାଲିଛି। ସୋମବାର ଏହାର ଦ୍ୱିତୀୟ ଦିନ ହୋଇଥିବା ବେଳେ ପ୍ରଥମ ଦିନରେ ୩ ଖେଳାଳିଙ୍କ ଉପରେ ଏତେ ଟଙ୍କା ବର୍ଷା ହୋଇଥିଲା ଯେ, ସମସ୍ତ ଆଇପିଏଲ ରେକର୍ଡ…

ଟ୍ରେଣ୍ଟ ବୋଲ୍ଟଙ୍କ ଲାଗି ଟଙ୍କା ବର୍ଷା କଲା ମୁମ୍ବାଇ: ସାମୀ, ନଟରାଜନ, ଜୋଫ୍ରା ଅର୍ଚ୍ଚରଙ୍କୁ କିଣିଲେ ଏହି ଟିମ୍

ଜେଦାହ,୨୪ା୧୧: ରବିବାର ସାଉଦି ଆରବର ଜେଦାହରେ ଅନୁଷ୍ଠିତ ମେଗା ଅକ୍ସନରେ ବିଦେଶୀ ଖେଳାଳିଙ୍କ ଚାହିଦାକୁ ଫିକା କରି ଦେଇଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଆଇପିଏଲ୍‌ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଲକ୍ଷ୍ନୌ…

ନିଲାମ ଡାକିଲା ଆର୍‌ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍‌

ଦୁବାଇ,୨୪।୧୧: ଆଇପିଏଲ୍‌ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍‌। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ସେ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। କିଛି ସମୟ ପୂର୍ବରୁ…

ଅଲଜାରୀ ଜୋସେଫଙ୍କ ପାଇଁ ଟଙ୍କା ବର୍ଷା କଲା ବାଙ୍ଗାଲୋର, ଉମେଶ ଯାଦବଙ୍କୁ ଦଳରେ ସାମିଲ କଲା ଗୁଜରାଟ

ଦୁବାଇ,୧୯।୧୨: ୱେଷ୍ଟଇଣ୍ଡିଜ୍ ଖେଳାଳି ଅଲଜାରୀ ଜୋସେଫଙ୍କୁ ୧୧.୫୦ କୋଟିରେ ଦଳରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଯୋଷେଫ କିଣିବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୧୧.୨୫ କୋଟି ଟଙ୍କା ଡାକିଥିଲା କିନ୍ତୁ ଶେଷରେ ଆରସିବି ବାଜି ମାରି ନେଇଥିଲା। ଅନ୍ୟପଟେ…

ଆଇପିଏଲ୍ ଇତିହାସରେ ମହଙ୍ଗା ଖେଳାଳି ପ୍ୟାଟ୍ କମିନ୍ସ ,ଏତିକି ଟଙ୍କା ଦେଇ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ,୧୯।୧୨: ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଏହା ସହିତ ଆଇପିଏଲ୍ ଇତିହାସରେ ପ୍ୟାଟ୍ କମିନ୍ସ  ମହଙ୍ଗା ଖେଳାଳି ହୋଇଛନ୍ତି। କମିନ୍ସଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟ ସଂଘର୍ଷ କରିଥିଲା, କିନ୍ତୁ ଶେଷରେ ସନରାଇଜର୍ସ ବାଜି…

ୱାନିନ୍ଦୁ ହସରଙ୍ଗାଙ୍କୁ ୧.୫ କୋଟି ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ,୧୯।୧୨: ସନରାଇଜର୍ସ ହାଇଦ୍ରାବାଦ ଶ୍ରୀଲଙ୍କାର ମ୍ୟାଜିକାଲ ସ୍ପିନର ୱାନିନ୍ଦୁ ହସରଙ୍ଗାଙ୍କୁ ତାଙ୍କର ମୂଳ ମୂଲ୍ୟ ୧.୫ କୋଟି ଟଙ୍କାରେ କିଣିଛି। ହାଇଦ୍ରାବାଦ ବ୍ୟତୀତ ହାସାରଙ୍ଗା ପାଇଁ କୌଣସି ଦଳ ବିଡ୍ କରିନାହାଁନ୍ତି। SOLD! Sunrisers Hyderabad have Wanindu Hasaranga for…

ରୋଭମାନ ପାୱେଲଙ୍କୁ ୭.୪୦ କୋଟିରେ କିଣିଲା ରାଜସ୍ଥାନ ରୟାଲସ

ଦୁବାଇ,୧୯।୧୨: ଆଇପିଏଲ୍ ନିଲାମର ପ୍ରଥମ ନିଲାମ ୱେଷ୍ଟଇଣ୍ଡିଜ୍ ଖେଳାଳି ରୋଭମାନ ପାୱେଲଙ୍କ ଉପରେ ଲାଗିଛି। ରାଜସ୍ଥାନ ରୟାଲ୍ସ ତାଙ୍କୁ ମୂଳ ମୂଲ୍ୟଠାରୁ ୭ ଗୁଣ ଅଧିକ ଦରରେ କିଣିଛି। ରାଜସ୍ଥାନ ପାୱେଲଙ୍କୁ ୭.୪୦ କୋଟିରେ କିଣିଛି। ତାଙ୍କର ମୂଳ ମୂଲ୍ୟ ୧…

ଆଇପିଏଲ୍ ୨୦୨୪ରେ ଚମକିବେ ଓଡ଼ିଶାର ଏହି ଖେଳାଳି, ନିଲାମ ପାଇଁ ପଞ୍ଜିକରଣ କଲେ ଏତିକି…

ନୂଆଦିଲ୍ଲୀ, ୮।୧୨: ଇଣ୍ଡିଆନ ପ୍ରିମିଅର ଲିଗ ୨୦୨୪ (ଆଇପିଏଲ୍)ରେ ଚମକିବେ ଓଡ଼ିଶା ଖେଳାଳି। ଡିସେମ୍ବର ୧୯ ତାରିଖରେ ଆଇପିଏଲ୍ ନିଲାମୀ ପାଇଁ ଓଡିଶାରୁ ୧୬ ଖେଳାଳି ପଞ୍ଜିକୃତ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ମିଳିଛି। ସମସ୍ତ ଖେଳାଳିଙ୍କର ମୂଳ…

ଆଇପିଏଲ୍‌ ୨୦୨୪ ସିଜନର ଖେଳାଳି ନିଲାମ: ଭେନ୍ୟୁ ଦୌଡ଼ ଆଗରେ ଏହି ସହର

ନୂଆଦିଲ୍ଲୀ,୨୬ା୧୦: ଖୁବ୍‌ ଶୀଘ୍ର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ସିଜନର ଖେଳାଳି ନିଲାମ ହେବ। ଏନେଇ ଭେନ୍ୟୁ ଦୌଡ଼ ଆଗରେ ଦୁବାଇ ସହର ସବୁଠାରୁ ଆଗରେ ରହିଛି। ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟ ଏହି ସହର ତାଲିକା ଦୌଡ଼ରେ ରହିଛି। ଏନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri