ଲମ୍ବା କେଶ, ପୂର୍ବରୁ ଅଧିକ ଫିଟ୍; ପୁଣିଥରେ ଟାଇଟଲ ଜିତିବା ଲକ୍ଷ୍ୟରେ ଚେନ୍ନାଇ ହିରୋ ଏମ୍ଏସ୍ ଧୋନୀ !
ନୂଆଦିଲ୍ଲୀ,୧୩।୩: ଆଇପିଏଲ୍ ୨୦୨୩ରେ ଚାମ୍ପିଅନ୍ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)। ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ନିଜର କ୍ଷମତା ଦେଖାଇଥିଲେ। ଏହି ସିଜନ ପରେ ଧୋନୀ ଆଉ ଖେଳିବେ କି ନାହିଁ ସେନେଇ ପ୍ରଶ୍ନ ଉଠିଥିଲା। ପ୍ରଶଂସକଙ୍କ...
ଶେଷ ମୁହୂର୍ତ୍ତରେ କେକେଆର୍ ଛାଡ଼ିଲେ ଏହି ଷ୍ଟାର କ୍ରିକେଟର, ସଲ୍ଟଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୧୨।୩: ଆଉ ଦିନ କେଇଟା ପରେ ଆଇପିଏଲ୍ ୨୦୨୪ ଆରମ୍ଭ ହେବ। ଏହାପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଛାଡ଼ିଛନ୍ତି ଚର୍ଚ୍ଚିତ ବିଦେଶୀ ଖେଳାଳି ଜେସନ ରୟ। ସେ ଟୁର୍ନାମେଣ୍ଟରୁ ଓହରି ଯିବା ପରେ କେକେଆର୍ ତାଙ୍କ ସ୍ଥାନରେ ଇଂଲଣ୍ତର ଅନ୍ୟତମ...
ବୋର୍ଡର କ୍ଲିନ୍ ଚିଟ୍ ପରେ ଆଇପିଏଲ୍ରେ ପନ୍ତ ତୁଲାଇବେ ‘ଡବଲ୍ ରୋଲ୍’
ନୂଆଦିଲ୍ଲୀ,୧୨।୩: ଆଇପିଏଲ୍ ୨୦୨୪ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଖେଳିବେ କି ନାହିଁ ତାହା ଉପରେ ଚାଲିଥିବା ସସପେନ୍ସ ଏବେ ଶେଷ ହୋଇଛି। ବିସିସିଆଇ ପକ୍ଷରୁ ପନ୍ତଙ୍କୁ ନେଇ ବଡ଼ ଅପ୍ଡେଟ୍ ଦିଆଯାଇଛି। ଯେଉଁଥିରେ ସେ ଆଇପିଏଲ୍ର ୧୭ତମ...
ଆଇପିଏଲ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍କା
ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି। ମାର୍ଚ୍ଚ ୨୨ରୁ ଆଇପିଏଲ୍ ୧୭ତମ ସିଜନ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟ୍କା...
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଖବର, ଆଇପିଏଲ୍ ୨୦୨୪ ଖେଳିବାକୁ ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ
ନୂଆଦିଲ୍ଲୀ,୧୦।୩: ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ଋଷଭ ପନ୍ତଙ୍କୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ରୁ ଗ୍ରୀନ୍ ସିଗନାଲ ମିଳିଛି। ଅର୍ଥାତଋଷଭ ଏବେ ମ୍ୟାଚ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମିଡ଼ିଆ ରିପୋର୍ଟ ଅନୁଯାୟୀ ଏନସିଏ ଋଷଭଙ୍କୁ ସମ୍ପୂର୍ଣ୍ଣ ଫିଟ୍...
କେକେଆର ଟିମ୍ ରେ ଯୋଗଦେଲେ ଦିଲ୍ଲୀ କ୍ୟାପିଟାଲ୍ସର ଦୁର୍ଦଶ ବ୍ୟାଟର
ନୂଆଦିଲ୍ଲୀ,୧୦।୩: ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ଆଇପିଏଲ୍ ୨୦୨୪ ରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବ୍ୟାଟର ଜାସନ ରୟ ଓହରିଯିବା ପରେ ତାଙ୍କର ବଦଳ ଖେଳାଳି ଘୋଷଣା କରିଛି ଟିମ୍। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରତିନିଧିତ୍ୱ କରିବା...
ଆଇପିଏଲ୍ ପୂର୍ବରୁ ‘ଗବର’ଙ୍କ ଜଲଓ୍ବା
ନୂଆଦିଲ୍ଲୀ,୮।୩: ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ଅଛି ଏବଂ ଖେଳାଳିମାନେ ମଧ୍ୟ ଏହି ଦୁଇ ମାସର ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ଦଳର ଅଧିନାୟକ ଥିବା ଶିଖର ଧାୱନ।...
ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବଡ଼ ଝଟ୍କା: ଆହତ ଯୋଗୁ ମେ’ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିପାରିବେନି ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ ର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଲିଗ୍ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର...
ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍କା: ଦୁର୍ଘଟଣାର ଶିକାର ହେଲେ ୩.୬ କୋଟି ଟଙ୍କାର ଖେଳାଳି
ନୂଆଦିଲ୍ଲୀ,୩।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ଝଟ୍କା ଲାଗିଛି। ଦଳର ଷ୍ଟାର ଖେଳାଳି ରବିନ ମିଞ୍ଜ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗୁଜରାଟ ମିନି ନିଲାମରେ ଆଇପିଏଲ ୨୦୨୪ ପାଇଁ ୩.୬ କୋଟି ଟଙ୍କା ଦେଇ ରବିନ କିଣିଥିଲା।...
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଆଇପିଏଲ୍ ପୂର୍ବରୁ ବିସ୍ପୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୯।୨: ଆଇପିଏଲ୍ ୨୦୨୪ ଆରମ୍ଭ ପାଇଁ କେବଳ କିଛି ଦିନ ବାକି ଅଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ...
ଆଇପିଏଲ୍ ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୫।୨: ମାର୍ଚ୍ଚ ୨୨ ରୁ ଆଇପିଏଲ୍ ୨୦୨୪ ଆରମ୍ଭ ହେବ। ଏହା ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି। ଆଇପିଏଲ ପୂର୍ବରୁ ପ୍ରାୟ ସମସ୍ତ ଖେଳାଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସଂପର୍କରେ ଶିଖର ଧାୱନ ମଧ୍ୟ...
ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୯।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଝଟ୍କା ଲାଗିଛି। ନ୍ୟୁଜିଲାଣ୍ଡର ତାରକା କ୍ରିକେଟର ଡେଭନ୍ କନୱେ ଆଇପିଏଲର ୧୭ତମ ସିଜନରେ ଖେଳିବା ନିଶ୍ଚିତ ନୁହେଁ। ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ...
Archives


