Tag Archives: International

ଥରିଲା ଆମେରିକାର ୨ ସହର

ନ୍ୟୁୟର୍କ,୫।୪: ଥରିଲା ଆମେରିକାର ୨ ସହର। ଶୁକ୍ରବାର ଦେଶର ନ୍ୟୁୟର୍କ ସହରରେ ୪.୮ ତିବ୍ରତା ବିଶିଷ୍ଟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସେହିଭଳି ନ୍ୟୁ ଜର୍ସିରେ ମଧ୍ୟ ସମାନ ତିବ୍ରତାର ଭୂକମ୍ପ ଆସିଥିଲା। ଏହାର କେନ୍ଦ୍ରସ୍ଥଳ ୧୦ କିମି ଗର୍ଭରେ ରହିଥିଲା।…

ପିଲା ଜନ୍ମ କରିବାକୁ ଡରୁଛନ୍ତି ଚାଇନାବାସୀ, ବନ୍ଦ ହେବାରେ ଲାଗିଛି…

ବେଜିଂ,୧୯।୩: ପ୍ରତ୍ୟେହ ଚାଇନାରୁ ରୋଗକୁ ନେଇ ଖବର ଆସିଥାଏ। ଦେଶ କରୋନା, ଫ୍ଲୁ ଏବଂ ନିମୋନିଆଠାରୁ ଆରମ୍ଭ କରି ଅନେକ ପ୍ରକାରର ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି, କିନ୍ତୁ ଏଥର ଏଠାରେ ଏକ ନୂଆ ସଙ୍କଟ ଦେଖାଦେଇଛି। ନ୍ୟୁଜ ଆଉଟଲେଟ…

ଅଳ୍ପକେ ବର୍ତ୍ତିଗଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି, ଅତି ନିକଟରେ ପଡ଼ିଲା ମିସାଇଲ୍‌

କିଭ୍‌,୭।୩: ମିସାଇଲ୍‌ ମାଡ଼ରୁ ଅଳ୍ପକେ ରକ୍ଷା ପାଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି। ତାଙ୍କ କନଭେନ୍‌ର ଅତି ନିକଟରେ ମିସାଇଲ୍‌ ପଡ଼ିଥିବା ଜଣାପଡ଼ିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ପ୍ରଥମ ଥର ଲାଗି ଜେଲେନସ୍କିଙ୍କ ଏତେ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ…

ନେପାଳ ପିଏମ୍‌ଙ୍କ ପାଖରେ ୨୫ ମନ୍ତ୍ରଣାଳୟ; ପ୍ରଧାନମନ୍ତ୍ରୀ ହିଁ ପ୍ରତିରକ୍ଷା ମନ୍ତ୍ରୀ-ବୈଦେଶିକ ମନ୍ତ୍ରୀ-ଗୃହ ମନ୍ତ୍ରୀ…

କାଠମାଣ୍ଡୁ,୬।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ନେପାଳ କଂଗ୍ରେସ ସହ ପୁରୁଣା ସହଭାଗିତାକୁ ଭାଙ୍ଗି ଏକ ନୂତନ ସରକାର ଗଠନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର ଦ୍ୱିତୀୟ ବୃହତ୍ତମ ଦଳ କମ୍ୟୁନିଷ୍ଟ ପାର୍ଟି…

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଅମରନାଥ…

ଦାମୀ ଡ୍ରେସ୍‌ ଚୋରାଇ ଚର୍ଚ୍ଚାରେ ମହିଳା ଏମ୍‌ପି, ଅଭିଯୋଗ ପରେ ଦେଲେ ଇସ୍ତଫା

ଓ୍ବେଲିଂଟନ,୧୬।୧: ଚର୍ଚ୍ଚାରେ ନ୍ୟୁଜିଲାଣ୍ଡର ଆଉ ଜଣେ ଏମ୍‌ପି। ହେଲେ ସେ ସଂସଦରେ ଗୀତ ଗାଇ କିମ୍ବା ଭାଷଣ ଦେଇ ନୁହେଁ ବରଂ ଚୋରି ଅଭିଯୋଗକୁ ନେଇ ଖବର ଶିରୋନାମାରେ ଅଛନ୍ତି। ଅଜବ ଲାଗିଲେ ହେଁ ଘଟଣାଟି ସତ୍ୟ। ଏମ୍‌ପିଜଣଙ୍କ ହେଲେ ଗୋଲରିଜ…

ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହେଲେ ଗାବ୍ରିଏଲ ଅଟଲ୍‌

ପ୍ୟାରିସ,୯।୧୦: ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ୩୪ ବର୍ଷୀୟ ଗାବ୍ରିଏଲ ଅଟଲ୍‌। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଙ୍ଗଳବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ସେ ଏବେ ଦେଶର ସର୍ବକନିଷ୍ଠ ଏବଂ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ପାଲଟିଛନ୍ତି। ପୂର୍ବରୁ ସେ ଶିକ୍ଷା ମନ୍ତ୍ରୀ…

ଉତ୍ତର କୋରିଆର ସ୍ପାଏ ସାଟେଲାଇଟ୍‌

ପ୍ୟୋଙ୍ଗ୍‌ୟାଙ୍ଗ୍‌,୨୩ା୧୧: ଆମେରିକା ଓ ଜାପାନକୁ ବାରମ୍ବାର ଆକ୍ରମଣ ଧମକ ଦେଉଥିବା ଉତ୍ତର କୋରିଆର ସ୍ପାଏ ସାଟେଲାଇଟ୍‌ ଲଞ୍ଚ ସଫଳ ହୋଇଛି। ଏହା ହେଉଛି ଗତ ୬ ମାସ ଭିତରେ ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ତୃତୀୟ ଲଞ୍ଚ ଉଦ୍ୟମ। ସ୍ଥାନୀୟ…

ଗୁର୍‌ପତ୍‌ଓ୍ବନ୍ତଙ୍କୁ ହତ୍ୟା ଷଡ଼ଯନ୍ତ୍ର ଭଣ୍ଡୁର କରିଥିଲା ଆମେରିକା

ଓ୍ବାଶିଂଟନ୍‌,୨୩ା୧୧: ଖଲିସ୍ତାନୀ ସଙ୍ଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଆଇ) ମୁଖ୍ୟ ଗୁର୍‌ପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କୁ ହତ୍ୟା କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ଆମେରିକା ଭଣ୍ଡୁର କରିଦେଇଥିଲା। ଏନେଇ ଫାଇନାନ୍ସିଆଲ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। କାନାଡା ଓ ଆମେରିକାର ନାଗରିକ…

McDonalds ରେ ଶହ ଶହ ମୂଷା ଛାଡ଼ିଦେଲେ ଜଣେ ଯୁବକ, ଏଣେତେଣେ ଦୌଡ଼ିବାକୁ ଲାଗିଲେ ଗ୍ରାହକ; ଦେଖନ୍ତୁ ଭିଡିଓ…

ଲଣ୍ଡନ,୩୧।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ବିନାଶକାରୀ ଯୁଦ୍ଧ ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି। ଜଣେ ପାଲେଷ୍ଟାଇନ ସମର୍ଥକ ଇସ୍ରାଏଲକୁ ବିରୋଧ କରିବାକୁ ଯାଇ ମ୍ୟାକ୍‌ଡୋନାଲ୍ଡର ଏକ ରେଷ୍ଟୁରାଣ୍ଟରେ ଶହ ଶହ…

ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରି ପ୍ରଭାବିତ ହେଉଛି ମାନସିକ ସ୍ବାସ୍ଥ୍ୟ

ଓ୍ବାଶିଂଟନ୍‌,୨୬ା୧୦: ମାର୍କ ଜୁକରବର୍ଗଙ୍କ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ କମ୍ପାନୀ ମେଟା ବିରୋଧରେ ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୦ ରାଜ୍ୟ ପକ୍ଷରୁ ବିଭିନ୍ନ କୋର୍ଟରେ ମାମଲା ରୁଜୁ ହୋଇଛି। ଛୋଟପିଲା ଓ କିଶୋରୀ କିଶୋରମାନେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଭଳି…

ଗାଜାରେ ପହଞ୍ଚିଲା ସହାୟତା

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ଓ ହମାସ୍‌ ଯୁଦ୍ଧକୁ ଶନିବାର ୧୫ ଦିନ ପୂରିଥିବାବେଳେ ଗାଜାରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ ସହାୟତା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଗୋଟିଏ ପରେ ଗୋଟିଏ ଟ୍ରକ୍‌ ପହଞ୍ଚିବାରେ ଲାଗିଛି। ତେବେ ଇସ୍ରାଏଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri