Tag Archives: International

ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍‌ ଦେଶମାନଙ୍କର ସମର୍ଥନ!

ମସ୍କଟ,୧୮।୨: ଓମାନର ରାଜଧାନୀ ମସ୍କଟରେ ଭାରତ ମହାସାଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଭାରତ ମହାସାଗର ଅଞ୍ଚଳର ବୈଦେଶିକ ମନ୍ତ୍ରୀଙ୍କ ସମେତ ୬୦ ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏକ ମୁସଲିମ ଦେଶରେ ଆୟୋଜିତ ଏହି ସମ୍ମିଳନୀରେ ଅନେକ ଇସଲାମିକ୍‌…

ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁ ଭାରତର ଚିନ୍ତା ବଢ଼ିଲା, ଏବେ ଆମେରିକା…

ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆର୍ଥିକ ନୀତିକୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ଯେଉଁଠାରେ ଦେଶର ହିତ ରହିଛି ସେଠାରେ ହିଁ ବ୍ୟବସାୟ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ଏହି କ୍ରମରେ ଏବେ ଟ୍ରମ୍ପ ଷ୍ଟିଲ୍‌ ଏବଂ ଆଲୁମିନିୟମର…

କିଏ କବାଟ ତ କିଏ ଲୁଟି ନେଉଛି ଇଟା…ୟୁନୁସ୍‌ଙ୍କ ଚେତାବନୀ ସତ୍ତ୍ୱେ ଶେଖ ମୁଜିବୁର ରେହମାନଙ୍କ ଘରୁ ଲୁଟ୍‌ପାଟ୍‌ ଜାରି

ଢାକା,୭।୨:ବାଂଲାଦେଶର ଧାନମଣ୍ଡିର ରୋଡ୍‌ ୩୨ରେ ଅବସ୍ଥିତ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ଘର ଏକ ଭୂତକୋଠିରେ ପରିଣତ ହୋଇଗଲାଣି। ପୋଡ଼ାଜଳା ଏବଂ ଲୁଟପାଟ ପରେ ଲୋକମାନେ ଏବେ ଧ୍ୱଂସପ୍ରାପ୍ତ ଐତିହାସିକ ଘରୁ ଲୁହା ରଡ୍‌ କାଟି ନେଉଛନ୍ତି। ସେମାନେ ସେହି…

ଧାର୍ମିକ ନେତା ଆଗା ଖାନ୍‌ କିଏ?  ଯିଏ ପଛରେ ଛାଡ଼ି ଯାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି

ଲିସ୍‌ବନ୍‌, ୬।୨: ବିଲିୟନେୟାର ସମାଜସେବୀ ତଥା ଶିୟା ଇସ୍ମାଇଲ ମୁସଲମାନଙ୍କ ୪୯ତମ ବଂଶାନୁଗତ ଇମାମ ପ୍ରିନ୍ସ କରୀମ ଅଲ୍‌ ହୁସୈନୀ ଆଗା ଖାନ୍‌ଙ୍କର ବୁଧବାର ପରଲୋକ ହୋଇଯାଇଛି। ପର୍ତ୍ତୁଗାଲର ରାଜଧାନୀ ଲିସ୍‌ବନ୍‌ରେ ୮୮ ବର୍ଷ ବୟସରେ ପରିବାର ସଦସ୍ୟଙ୍କ ଗହଣରେ ସେ…

ମହିଳା ବର୍ଗର ଖେଳରେ ଏବେ ଟ୍ରାନ୍ସଜେଣ୍ଡରଙ୍କ ‘ନୋ ଏଣ୍ଟ୍ରି’

ଓ୍ବାଶିଂଟନ,୬।୨: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରଠାରୁ ଆକ୍ସନ ମୁଡ୍‌ରେ ନଜର ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ। କାର୍ଯ୍ୟକାଳ ଆରମ୍ଭ ହେବା ପରେ ସେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ଗୋଟିଏ ଖେଳାଳିଙ୍କ ସହ ଜଡ଼ିତ ରହିଛି। ଟ୍ରମ୍ପ ବୁଧବାର…

US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୨।୨: ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏଥିସହ ‘ବ୍ୟବସାୟିକ ଯୁଦ୍ଧ’ ଆରମ୍ଭ ହୋଇଛି। ଟ୍ରମ୍ପ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ…

ଚାଇନାର Deepseek AI ଲଞ୍ଚ ହେବା ପରେ ବିଶ୍ୱରେ ହଇଚଇ, ସମ୍ପତ୍ତିରେ ବିପୁଳ କ୍ଷତି ସହିଲେ ୫୦୦ କୋଟିପତି

ନୂଆଦିଲ୍ଲୀ,୨୮।୧: ଚାଇନିଜ ଷ୍ଟାର୍ଟଅପ ‘ଡିପ୍‌ସିକ୍‌’ ଆପ୍‌ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍‌ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍‌ଜିପିଟି, ଓପନ୍‌ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି। ବଜାରକୁ ଆସିବା ମାତ୍ରେ ‘ଡିପ୍‌ସିକ୍‌’ର…

ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବାଇଡେନ୍‌! ଚାଞ୍ଚଲ୍ୟକର ଅଭିଯୋଗକୁ ନେଇ ଆମେରିକାରେ ହଇଚଇ…

ନୂଆଦିଲ୍ଲୀ,୨୮।୧:  କନ୍ଜଭେଟିଭ୍‌ ଆମେରିକୀୟ ବିଶେଷଜ୍ଞ ତଥା ପୂର୍ବତନ ଫକ୍ସ ନ୍ୟୁଜ ଆଙ୍କର୍‌ ଟକର କାର୍ଲସନ ବାଇଡେନ ପ୍ରଶାସନ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି।  ବାଇଡେନ ପ୍ରଶାସନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି କାଲର୍ସନ…

ଆମେରିକାର ସମ୍ବିଧାନ ବଦଳାଉଛନ୍ତି ଟ୍ରମ୍ପ! ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବାକୁ ଏବେଠୁ ବଡ଼ ଯୋଜନା

ଓ୍ବାଶିଂଟନ,୨୪।୧: ଗତ ବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଦେଶର ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ପଦରେ ରହିବାର ପଥ ପରିଷ୍କାର କରିଥିଲେ। ଏବେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ ରାସ୍ତାରେ ଚାଲୁଥିବା ପରି ମନେ ହେଉଛି। ଆମେରିକୀୟ ଆଇନ…

ଏବେ ଆମେରିକୀୟ ନାଗରିକ ହେବା ସହଜ ନୁହେଁ, ଜାଣନ୍ତୁ ଟ୍ରମ୍ପ ପରିବର୍ତ୍ତନ କରିଥିବା ଜନ୍ମଗତ ନାଗରିକତା ଆଇନ କ’ଣ? ପ୍ରଭାବିତ ହେବେ…

ଓ୍ବାଶିଂଟନ,୨୧।୧: ନାଗରିକତା ପ୍ରଦାନ ପାଇଁ ପ୍ରତ୍ୟେକ ଦେଶର ନିଜସ୍ବ ଆଇନ ରହିଛି। ବାହାରୁ ଆସୁଥିବା ବ୍ୟକ୍ତି କେବେ ଏବଂ କିପରି ନାଗରିକତା ପାଇବେ ତାହା ସେହି ଦେଶର ସମ୍ବିଧାନ ଉପରେ ନିର୍ଭର କରେ। ଏହି ନାଗରିକତା ଆଇନରେ, ଜନ୍ମାଧିକାର ନାଗରିକତା ଆଇନ…

ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବକୁ ଜିନ୍‌ପିଙ୍ଗଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ, ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ନୁହେଁ? ଜାତୀୟ ରାଜନୀତିରେ ଚର୍ଚ୍ଚା ବଢ଼ିଲା… 

ନୂଆଦିଲ୍ଲୀ,୧୦।୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଅନେକ ବିଶ୍ୱ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।…

‘କାଲିଫର୍ନିଆ ନଚେତ ଭର୍ମଣ୍ଟ ଆମକୁ ଦେଇ ଦିଅନ୍ତୁ’; ଟ୍ରମ୍ପଙ୍କୁ ପାଲଟା ଅଫର ଦେଲେ ଟ୍ରୁଡୋ…

ଓଟାଓ୍ବା,୧୦।୧: କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ କରିବା ଲାଗି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବର ଜବାବ ଦେଇଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଯେତେବେଳେ ଟ୍ରମ୍ପ କାନାଡ଼ାକୁ ଆମେରିକାର ରାଜ୍ୟ କରିବାକୁ ତାଙ୍କ ଅଭିପ୍ରାୟ ପ୍ରକାଶ କରିଥିଲେ, ସେତେବେଳେ ସେ ମଜାଳିଆ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri