ବେଙ୍ଗାଲୁରୁରୁ ଫେରୁଥିଲେ ଯୁବତୀ, ଭୁଲ୍ ବଶତଃ ଆଉ ଏକ ଟ୍ରେନ୍ରେ ଉଠିଯିବା ପରେ ନାହିଁ ଖୋଜଖବର ବୈଶିଙ୍ଗା,୨୧ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପଦ୍ମନାଭପୁର ଗ୍ରାମର ଯୁବତୀ ବେଙ୍ଗାଲୁରୁରୁ ଫେରୁଥିବାବେଳେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ୍ରେ ଉଠିଯିବା ପରେ ତାଙ୍କର ଆଉ କୌଣସି ଖୋଜଖବର ମିଳୁ ନ ଥିବା ପରିସ୍ଥିତିରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି…