ବାଂଲାଦେଶ ଫେରିପାରନ୍ତି ଶେଖ୍ ହାସିନା, ଭାରତ ରଖିଲା ଏହି ଦୁଇ ସର୍ତ୍ତ
ନୂଆଦିଲ୍ଲୀ/ଢାକା,୧୪ା୧୧: ଅଗଷ୍ଟ ୨୦୨୪ରେ କ୍ଷମତାଚ୍ୟୁତ ହୋଇ ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଆସନ୍ତା ଡିସେମ୍ବରରେ ସ୍ବଦେଶ ଫେରିପାରନ୍ତି। ଏକ ରିପୋର୍ଟ ଅନୁଯାୟୀ, ଭାରତ ସରକାର ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସହମତି ପ୍ରକାଶ କରିଛନ୍ତି, କିନ୍ତୁ ଏଥିପାଇଁ…

