ଭାରତର ପ୍ରଥମ ଟ୍ରେନ୍, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା… ଭାରତରେ ଅଧିକାଂଶ ଲୋକ ଟ୍ରେନ୍ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ ରେଳକୁ ଦେଶର ଜୀବନରେଖା କୁହାଯାଏ। ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ ରେଳ…