Tag Archives: Indian Share Market

୧୦୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ପ୍ରାରମ୍ଭିକ ଉତ୍ସାହ ସତ୍ତ୍ୱେ ଷ୍ଟକ୍ ବଜାରରେ ହ୍ରାସର କାରଣ କ’ଣ?

ମୁମ୍ବାଇ,୨୫।୪: ଭାରତୀୟ ଷ୍ଟକ୍ ବଜାର ଆଜି ପୁଣି ଏକ ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୮,୮୦୦ ପଏଣ୍ଟ ସ୍ତରରେ କାରବାର କରୁଛି। ସେହିପରି ନ୍ୟାଶନାଲ ଷ୍ଟକ୍…

ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ

ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ…

ଷ୍ଟକ୍‌ ଏକ୍ସଚେଞ୍ଜର ନୂତନ ମାଇଲଖୁଣ୍ଟ: ୮୧,୦୦୦ ଉପରେ ସେନ୍‌ସେକ୍ସ, ୨୫,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୧୯।୭ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିବାରୁ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା (ସର୍ବୋଚ୍ଚ ସ୍ତରର କାରବାର) ସହ ନୂତନ ରେକର୍ଡ ହାସଲ କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ…

ସର୍ବକାଳୀନ ଉଚ୍ଚତମ ସ୍ତରରେ ସେନସେକ୍ସ, ନିଫ୍ଟି ୨୦୦ ପଏଣ୍ଟ ବଢ଼ିଲା

ମୁମ୍ବାଇ, ୧ ୨।୧: ଶୁକ୍ରବାର ଦିନ ଭାରତୀୟ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଉଭୟେ ସେନସେକ୍ସ ଏବଂ ନିଫ୍ଟି ନୂଆ ବର୍ଷରେ ନୂଆ ରେକର୍ଡ ସହିତ ସର୍ବକାଳୀନ ଉଚ୍ଚତା ଛୁଇଁଛନ୍ତି। ଶୁକ୍ରବାର ସେନସେକ୍ସ ୮୦୦ ପଏଣ୍ଟରୁ ଅଧିକ ବୃଦ୍ଧି…

ଶେୟାର ବଜାରରେ ଐତିହାସିକ ଉତ୍ସାହ, ଲଗାତାର ୭ ସପ୍ତାହ ଧରି ବଢିଚାଲିଛି ସୁଚକାଙ୍କ

ମୁମ୍ବାଇ, ୧୭ା୧୨: ଭାରତୀୟ ଶେୟାର ବଜାର ସୁଚକାଙ୍କ ଗତ କିଛି ସପ୍ତାହ ଉତ୍ସାହ ଲାଗି ରହିଛି। ବିଏସଇ ସେନସେକ୍ସ ଏବଂ ଏନଏସଇ ନିଫ୍ଟି ସୁଚକାଙ୍କ ୭ ସପ୍ତାହ ଧରି ନିରନ୍ତର ବଢି ଚାଲିଛି। ଏହା ଭାରତୀୟ ଶେୟାର ବଜାରରେ ସବୁଠୁ ଲମ୍ବା…

ଆସନ୍ତା ସପ୍ତାହରେ ଆସିବ ୧୧ ଆଇପିଓ, ଶେୟାର ବଜାରରେ ହେବ ୪୦୦୦ କୋଟି ଟଙ୍କାର ବଡ଼ ଖେଳ

ମୁମ୍ବାଇ, ୧୬ା୧୨: ଆସନ୍ତା ସପ୍ତାହରେ ପ୍ରାୟ ୧୧ କମ୍ପାନୀ ସେମାନଙ୍କର ଆଇପିଓ ଆଣିବାକୁ ଯାଉଛନ୍ତି। ଏଥି ମଧ୍ୟରୁ ୭ ଟି ମେନ୍ ବୋର୍ଡ କମ୍ପାନୀ ହୋଇଥିଲା ବେଳେ, ବର୍ଷ ଶେଷକୁ ଭାରତୀୟ ଶେୟାର ବଜାର ଏକ ବଡ଼ ଉତ୍ସାହ ସହିତ କାରବାର…

ଶେୟାର ବଜାର ବୃଦ୍ଧିରେ ଲାଗିଲା ରୋକ: ବ୍ୟାଙ୍କିଙ୍ଗ, ଆଇଟି କ୍ଷେତ୍ରରେ ହ୍ରାସ ସହିତ କାରବାର ହେଲା ବନ୍ଦ

ନୂଆଦିଲ୍ଲୀ,୧୨।୧୨: ମଙ୍ଗଳବାର ଶେୟାର ବଜାର କାରବାର ଭାରତୀୟ ଶେୟାର ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି। ଗଲା କିଛି ଦିନ ହେବ ଶେୟାର ବଜାରରେ ଉତ୍ସାହରେ ଆଜି ରୋକ ଲାଗିଥିଲା। ନିବେଶକମାନଙ୍କ ଲାଭ ଅମଳ କାରଣରୁ ବଜାର କାରବାର ହ୍ରାସ ପାଇଥିଲା।…

ଲଗାତାର ତୃତୀୟ ଦିନ ରେକର୍ଡ ବୃଦ୍ଧି ସହିତ ବନ୍ଦ ହେଲା ସେନସେକ୍ସ-ନିଫ୍ଟି, ୨.୪୭ ଲକ୍ଷ କୋଟି ଲାଭ କଲେ ନିବେଶକ

ନୂଆଦିଲ୍ଲୀ, ,୬ା୧୨: ଚଳିତ ସପ୍ତାହରେ ଲଗାତାର ତୃତୀୟ ଦିନ ପାଇଁ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ବଜାରରେ ସବୁଠାରୁ ବଡ ବୃଦ୍ଧି ଆଇଟି, ଶକ୍ତି ଏବଂ ଏଫଏମସିଜି ଷ୍ଟକରେ ଦେଖିବାକୁ ମିଳିଛି। ଏହି କ୍ଷେତ୍ରଗୁଡିକର ସେୟାର ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?