ସବୁ ଭାଷାରେ ଡିଜିଟାଲ୍ ରେ ମିଳିବ ପ୍ରତ୍ୟେକ ପାଠ୍ୟକ୍ରମ, ସମସ୍ତ ଶିକ୍ଷା ପ୍ରତିଷ୍ଠାନକୁ ସରକାରଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ,୧୯ା୧: ବିଦ୍ୟାର୍ଥୀମାନଙ୍କୁ ନିଜ ଭାଷାରେ ଅଧ୍ୟୟନ କରିବାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମ ପାଇଁ ଅଧ୍ୟୟନ ସାମଗ୍ରୀ ଭାରତୀୟ ଭାଷାରେ ଡିଜିଟାଲ୍ ଉପଲବ୍ଧ...