Tag Archives: INDIAN CRICKET TEAM

IPL 2025 ମଧ୍ୟରେ ବିସିସିଆଇର ବଡ଼ ଆକ୍ସନ: ଏହି ଫ୍ରାଞ୍ଚାଇଜର ମାଲିକଙ୍କୁ କରାଗଲା ବ୍ୟାନ୍‌

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ (IPL 2025)ର ୧୮ତମ ସଂସ୍କରଣ ବର୍ତ୍ତମାନ ଭାରତରେ ଖେଳାଯାଉଛି। ଏହା ବିଶ୍ୱର ସବୁଠାରୁ ବଡ଼ T20 କ୍ରିକେଟ ଲିଗ। ଏହା ଭାରତର ବିଭିନ୍ନ ସହରରେ ମୋଟ ୧୦ଟି ଦଳ ମଧ୍ୟରେ ଆୟୋଜିତ ହେଉଛି। ଏହି...

IPL 2025 ମଧ୍ୟରେ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ମହିଳା ଦଳର ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କରିଛି। ବୋର୍ଡ ୧୬ ଜଣ ଖେଳାଳିଙ୍କୁ ୩ଟି ବର୍ଗରେ ବିଭକ୍ତ କରିଛି। ଗ୍ରେଡ ଏରେ ସ୍ମୃତି ମନ୍ଧାନା ଏବଂ ହରମନପ୍ରୀତ କୌରଙ୍କ ସମେତ...

ପିଲାଙ୍କ ଭଳି ନାଚିଲେ ୭୫ ବର୍ଷୀୟ ସୁନୀଲ ଗାଭାସ୍କର:ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ

ଦୁବାଇ,୧୦।୩: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ତୃତୀୟ ଥର ଆଇସିସି ଟାଇଟଲ ଜିତିବା ପରେ ଦୁବାଇ ଗ୍ରାଉଣ୍ଡରେ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର ଖୁସିରେ ପିଲାଙ୍କ ପରି ନାଚିଥିଲେ। ଭାରତ ନ୍ୟୁଜିଲାଣ୍ଡ ଦେଇଥିବା ୨୫୨ ରନର ଟାର୍ଗେଟକୁ ୬...

ଟିମ ଇଣ୍ଡିଆର ଏହି ସଦସ୍ୟଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଚାମ୍ପିଅନ୍ସ ଟ୍ରଫି ଅଧାରୁ ଛାଡି ପଳାଇଲେ

ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାଲିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତର ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୪ ରେ ହେବ। ଟିମ ଇଣ୍ଡିଆର ଜଣେ ସଦସ୍ୟଙ୍କ ଉପରେ ଦୁଃଖର ପାହାଡ଼...

ଭାରତୀୟ ଦଳ ପାଇଁ ଖୁସିଖବର: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିସିସିଆଇ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୨: ଭାରତୀୟ ଦଳ ଫେବୃଆରୀ ୨୦ରୁ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଭାରତ ବନାମ ବାଂଲାଦେଶ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଖୁସି ଖବର ଆସିଛି। ନିକଟରେ...

ପୁଣି ପଡ଼ିଆକୁ ଫେରିବେ ସଚିନ ତେନ୍ଦୁଲକର: ଜାଣନ୍ତୁ କେବେ, କେଉଁ ଦଳ ପାଇଁ ଖେଳିବେ

ନୂଆଦିଲ୍ଲୀ,୧୭।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣିଥରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି। ILMT20 ଟୁର୍ନାମେଣ୍ଟ ୨୨ ଫେବୃଆରୀରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଖେଳିବେ। ଏହି...

Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଇଥିଲା। ପ୍ରଥମ ଟି-୨୦...

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବୁମରାଙ୍କ ଫିଟ୍‌ନେସ୍‌କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଜସପ୍ରୀତ ବୁମରାଙ୍କ ଫିଟନେସ୍‌କୁ ନେଇ ବଡ଼ ଅପଡେଟ୍‌ ଆସିଛି। ବୁମରା ଏବେ ଜିମ ଏବଂ ହାଲୁକା ବୋଲିଂ ଆରମ୍ଭ କରିପାରିବେ। ସେ ଆଗାମୀ ଗୋଟିଏ କିମ୍ବା ୨ ଦିନ ମଧ୍ୟରେ ଅଭ୍ୟାସ ଆରମ୍ଭ କରିପାରିବେ।...

୯୪ ରନ୍‌ କରିବା ମାତ୍ରେ ଇତିହାସ ରଚିବେ ବିରାଟ କୋହଲି: କଟକରେ ହୋଇପାରେ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୭।୨: ନାଗପୁରରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳି ନ ଥିଲେ ବିରାଟ କୋହଲି। ଆଣ୍ଠୁ ସମସ୍ୟା ଯୋଗୁ କିଙ୍ଗ କୋହଲି ନାଗପୁର ଦିନିକିଆରେ ଅଂଶଗ୍ରହଣ କରିପାରି ନ ଥିଲେ। ଏବେ ସିରିଜର ଦ୍ୱିତୀୟ...

ନୂଆ ଇନିଂସ ଆରମ୍ଭ କଲେ ରିଷଭ ପନ୍ତ: ଦାନ କରିଦେବେ….

ନୂଆଦିଲ୍ଲୀ,୬।୨: ଭାରତୀୟ ଦଳର ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏକ ଫାଉଣ୍ଡେସନ ଆରମ୍ଭ କରୁଛନ୍ତି। ଏହି ଫାଉଣ୍ଡେସନର ନାମ ଆର୍‌ପିଏଫ୍‌ ଅର୍ଥାତ୍‌ ରିଷଭ ପନ୍ତ ଫାଉଣ୍ଡେସନ ହେବ। ଏହାସହ ସେ...

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ: ଏବେ ହେବ କ’ଣ…

ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ପାଇଁ ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ବିସିସିଆଇ ଘୋଷଣା କରିବା...

ରୋହିତ-କୋହଲି ଏକାଠି ଗାଇଲେ ‘ମା ତୁଝେ ସଲାମ …’, ଶୁଣି ଲୋମ ଟାଙ୍କୁରି ଉଠିବ

ମୁମ୍ବାଇ,୫।୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ଭାରତୀୟ ଦଳର ବିଜୟ ପରେଡ୍‌ ହୋଇଥିଲା। ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଳିମାନେ ଡିଜେ ତାଳରେ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଏହି ସମସ୍ତ ମୁହୂର୍ତ୍ତଗୁଡିକ ଅତ୍ୟନ୍ତ ସ୍ୱତନ୍ତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri