୨୦୧୯ ଇତିହାସର ପୁନରାବୃତ୍ତି, ନ୍ୟୁଜିଲାଣ୍ଡ ମାଟିରେ ସମ୍ପୂର୍ଣ୍ଣ ଅସହାୟ ନଜର ଆସିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍
ମାଉଣ୍ଟ ମାଉଙ୍ଗାନୁଇ, ୧୫ା୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ମଇଦାନରେ ଖେଳାଯାଉଥିବା ଦିନିକିଆ ସିରିଜର ପଞ୍ଚମ ତଥା ଚୂଡ଼ାନ୍ତ ମୁକାବିଲାରେ ଭାରତୀୟ ବ୍ୟାଟିଂ ଲାଇନ୍ଅପ୍ ପୁଣିଥରେ କିୱି ବୋଲରଙ୍କ ଆଗରେ ସମ୍ପୂର୍ଣ୍ଣ ଧ୍ୱସ୍ତ-ବିଧ୍ୱସ୍ତ ହୋଇଯାଇଛି। ଗତ ମ୍ୟାଚ୍ରେ ମାତ୍ର ୮୯ ରନ୍ରେ…

