ଚାଇନା-ପାକିସ୍ତାନକୁ ନେଇ ବଡ଼ ବୟାନ ଦେଲେ ସେନା ମୁଖ୍ୟ, କହିଲେ ଚାଇନା ଉପରେ ବିଶ୍ୱାସ… ନୂଆଦିଲ୍ଲୀ,୮ା୩: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଚାଇନା ଏବଂ ପାକିସ୍ତାନ ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଇନା ଉପରେ ବିଶ୍ୱାସ କରାଯାଇପାରିବ ନାହିଁ। ସେହି ସମୟରେ ପାକିସ୍ତାନ ସମ୍ପର୍କକୁ ନେଇ...