Tag Archives: India

ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଦାବି, କହିଲେ ଭାରତ ସହ ହେବ ଭୟଙ୍କର ଯୁଦ୍ଧ, ସାଉଦି ଆରବ ଆମକୁ ଦେବ…

ଇସଲାମାବାଦ,୧୦।୧୦: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧର ପୂର୍ବାନୁମାନ କରିଛନ୍ତି, ସାଉଦି ଆରବ ପାକିସ୍ତାନକୁ ସମର୍ଥନ କରିବ। ସେ ପାକିସ୍ତାନରେ ଅନୁଷ୍ଠିତ ଏକ କର୍ପସ କମାଣ୍ଡର ସମ୍ମିଳନୀରେ ଏହି ବିବୃତ୍ତି ଦେଇଛନ୍ତି, ଯେଉଁଥିରେ…

ବ୍ରିଟେନ ଆପଣାଇବ ‘ଆଧାର’ ପରି ପରିଚୟ ବ୍ୟବସ୍ଥା, ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତରେ ବଡ ସଫଳତା

ନୂଆଦିଲ୍ଲୀ,୯।୧୦: ବ୍ରିଟେନର ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର ବୁଧବାର ମୁମ୍ବାଇରେ ପହଞ୍ଚିଥିଲେ ଏବଂ ତାଙ୍କର ପ୍ରଥମ ସାକ୍ଷାତରେ ଇନଫୋସିସର ସହ-ପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ଅଧ୍ୟକ୍ଷ ନନ୍ଦନ ନୀଲେକାନୀଙ୍କୁ ଭେଟିଥିଲେ। ଏହାର ମୁଖ୍ୟ କାରଣ ହେଉଛି ଭାରତର ଆଧାର ଅନୁସାରେ…

ଏଥର ଭାରତ-ପାକିସ୍ତାନ ଯୁଦ୍ଧ ହେଲେ…ପୁଣି ଭାରତ ବିରୋଧ ବିଷ ଓଗାଳିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ୍‌,୮।୧୦: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁ ପରିମାଣରେ ବୃଦ୍ଧି ପାଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ପାକିସ୍ତାନର ଘୃଣ୍ୟ ଉଦ୍ଦେଶ୍ୟ ପ୍ରକାଶ କରିଛନ୍ତି। ସେ ଭାରତ ସହିତ ଆଉ ଏକ ଯୁଦ୍ଧର ଆଶଙ୍କା ପ୍ରକାଶ କରିଛନ୍ତି। ସେ…

ଆମେରିକା ସହ ଟେନ୍‌ସନ୍‌ ମଧ୍ୟରେ ଖୁସିଖବର ନେଇ ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ହେବ ଲାଭ

ନୂଆଦିଲ୍ଲୀ,୮।୧୦: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ସକାଳେ ମୁମ୍ବାଇରେ ପହଞ୍ଚିଥିଲେ।…

ଏୟାର ଇଣ୍ଡିଆ ବିମାନରେ ମାଡ଼ ହେଲା ପକ୍ଷୀ: ୧୫୮ ଜଣ ଥିଲେ ଯାତ୍ରୀ

ନୂଆଦିଲ୍ଲୀ,୭।୧୦: ଏୟାର ଇଣ୍ଡିଆର ଏକ ବିମାନ ଏକ ସାଂଘାତିକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା। ମଙ୍ଗଳବାର କଲମ୍ବୋ-ଚେନ୍ନାଇ ବିମାନରେ ଏକ ପକ୍ଷୀ ଧକ୍କା ଦେବା ଫଳରେ ବିମାନକୁ ଜରୁରୀକାଳିନ ଅବତରଣ କରିବାକୁ ପଡିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି, ବିମାନଟି ୧୫୮ ଜଣ…

‘ନିଜ ଲୋକଙ୍କ ଉପରେ ବୋମା ମାଡ଼, ୪ ଲକ୍ଷ ମହିଳାଙ୍କୁ ଗଣ ବଳାତ୍କାର…’, ଭୁଲି ଗଲା କି ପାକିସ୍ତାନ? ପୁଣି ପାକିସ୍ତାନକୁ ଟାର୍ଗେଟ କଲା ଭାରତ

ନୂଆଦିଲ୍ଲୀ,୭।୧୦: ପାକିସ୍ତାନକୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଭର୍ତ୍ସନା କରାଯାଇଛି। ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଜାତିସଂଘରେ, ଭାରତ ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି, ଏହାର କପଟପୂର୍ଣ୍ଣ ନୀତି ଏବଂ ମିଥ୍ୟା ପ୍ରଚାରକୁ ପ୍ରକାଶ…

ଲଦାଖରେ ଭାରତର ନିର୍ମାଣ କଲା ବିଶ୍ୱର ସବୁଠାରୁ ଉଚ୍ଚ ମୋଟରେବଲ୍ ରାସ୍ତା

ଲଦାଖ,୬।୧୦: ଭାରତ ପୂର୍ବ ଲଦାଖରେ ବିଶ୍ୱର ସବୁଠାରୁ ଉଚ୍ଚ ମୋଟରେବଲ୍ ରାସ୍ତା ନିର୍ମାଣ କରି ନୂଆ ରେକର୍ଡ ସ୍ଥାପନ କରିଛି। ବର୍ଡର ରୋଡ୍ସ ଅର୍ଗାନାଇଜେସନ୍ (BRO) ମିଗ୍ ଲା ପାସ୍‌ରେ ୧୯,୪୦୦ ଫୁଟ (୫,୯୧୩ ମିଟର) ଉଚ୍ଚତାରେ ଏହି ରାସ୍ତା ନିର୍ମାଣ…

ପାକିସ୍ତାନ ପରେ ଏବେ ଭାରତର ଟେନସନ ବଢାଉଛି ବାଂଲାଦେଶ! ୟୁନୁସ ସରକାରଙ୍କ କାର୍ଯ୍ୟକଳାପକୁ ନେଇ…

ଢାକା/ନୂଆଦିଲ୍ଲୀ,୬।୧୦: ବାଂଲାଦେଶ ଏହାର ସାମୁଦ୍ରିକ ଅଞ୍ଚଳରେ ଯୁଦ୍ଧଜାହାଜ ଏବଂ ପାଟ୍ରୋଲିଂ ହେଲିକପ୍ଟର ମୁତୟନ କରିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ମୂଲ୍ୟବାନ ହିଲସା ମାଛ ପ୍ରଜାତିକୁ ପ୍ରଜନନ ଋତୁରେ ଅବୈଧ ମାଛ ଧରିବାରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି…

‘ଭାରତ ନିଜ ବିମାନ ଧ୍ୱଂସାବଶେଷ ତଳେ ପୋତି ହୋଇଯିବ’

ଇସ୍‌ଲାମାବାଦ,୬ା୧୦: ଆଉ ଥରେ ସଂଘର୍ଷ ହେଲେ ଭାରତ ଏହାର ବିମାନଗୁଡ଼ିକର ଧ୍ୱଂସାବଶେଷ ତଳେ ପୋତି ହୋଇଯିବ ବୋଲି ରବିବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଧମକ ଦେଇଛନ୍ତି। ଏଥିସହ ଗତ ମେ’ରେ ‘ଅପରେଶନ୍‌ ସିନ୍ଦୂର’ ବେଳେ ପାକିସ୍ତାନ ଭାରତର ୬ଟି…

ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ

କଲମ୍ବୋ,୫ା୧୦: ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରି ଏକ ବିଶାଳ ବିଜୟ ହାସଲ କରିଛି। କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ଭାରତ ଆସିବେ ତାଲିବାନ ବୈଦେଶିକ ମନ୍ତ୍ରୀ, ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ,୩।୧୦: ଆଫଗାନିସ୍ତାନରେ ୨୦୨୧ ଅଗଷ୍ଟରେ ତାଲିବାନ କ୍ଷମତା ଦଖଲ କରିବା ପରେ ପ୍ରଥମ ଥର ପାଇଁ ତାଲିବାନ ସରକାରର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ଅକ୍ଟୋବର ୯ରୁ ୧୬ ତାରିଖ ମଧ୍ୟରେ ଭାରତ ଗସ୍ତ କରିବେ। ଏହା ଭାରତ-ତାଲିବାନ ସମ୍ପର୍କରେ…

ଭାରତ କାହା ଆଗରେ ନଇଁବ ନାହିଁ: ଆମେରିକାକୁ ଚେତାବନୀ ଦେଲେ ପୁଟିନ

ମସ୍କୋ,୩।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଟାର୍ଗେଟ କରିଥିଲେ। ଆମେରିକା ଭାରତ ଏବଂ ଚାଇନାକୁ ରୁଷିଆର ଶକ୍ତି ସମ୍ପର୍କ ସମାପ୍ତ କରିବାକୁ ଚାପ ପକାଇବାକୁ ଚାହୁଁଛି, କିନ୍ତୁ ଏପରି ପଦକ୍ଷେପ ଓଲଟା ପ୍ରଭାବ ପକାଇପାରେ ବୋଲି ପୁଟିନ ଆମେରିକାକୁ ଚେତାବନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri