ପ୍ରଥମ ଥର ପାଇଁ ଏଭଳି କାରନାମା କଲେ ଅଭିଷେକ ଶର୍ମା, ହତବାକ୍ ହୋଇଗଲା ଜିମ୍ବାଓ୍ବେ! ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ ଦଳକୁ ଆଶ୍ଚର୍ଯ୍ୟ ଚକିତ କରି ଅଭିଷେକ ଚେନ୍ନାଇ ମଇଦାନରେ ଏକ ଚମତ୍କାର ଇନିଂସ…