ବାରବାଟୀ T20 ମ୍ୟାଚ୍ ଟିକେଟ୍: ବିକ୍ରି ହେବ ୨୩,୦୦୦ରୁ ଅଧିକ ଟିକେଟ୍, ଜାଣନ୍ତୁ କେମିତି କିଣିବେ କଟକ,୩୦।୧୧: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୯ ତାରିଖ ସନ୍ଧ୍ୟା ୭ଟାରୁ ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ T20 ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ ଅର୍ଥାତ ସୋମବାର ଠାରୁ...