ଆଉ ୨ଦିନ ପରେ ଯୁଦ୍ଧ? ବ୍ରିଟେନ ସହ କଥା ହେଲା ପାକିସ୍ତାନ…
ଇସଲାମବାଦ,୧୬।୫: ଆତଙ୍କବାଦୀଙ୍କ ସ୍ବର୍ଗ ପାକିସ୍ତାନ ଭାରତଠାରୁ ପରାଜୟର ସମ୍ମୁଖୀନ ହେବା ପରେ, ପାକ୍ ଏବେ ଶାନ୍ତି ଚୁକ୍ତି ପାଇଁ ନିବେଦନ କରୁଛି। ଏହି ସମୟରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ଶୁକ୍ରବାର ଇସଲାମାବାଦରେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କୁ ଭେଟିଛନ୍ତି।…
ଯୁଦ୍ଧ ବିରତି ହେବନାହିଁ କହିଲା ପାକିସ୍ତାନ! ଏପଟୁ ଭାରତ କହିଲା…
ନୂଆଦିଲ୍ଲୀ, ୧୩।୫: ପାକିସ୍ତାନ ପୁଣି ଥରେ ନିଜର ସ୍ବର ବଦଳାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର କହିଛନ୍ତି ଯେ ଭାରତ ସହ ଚାଲିଥିବା ଯୁଦ୍ଧବିରତି ଇନ୍ଦୁସ ଜଳ ଚୁକ୍ତି (ଆଇଡବ୍ଲୁଟି) ସମସ୍ୟା ସମାଧାନ ନହେଲେ ତିଷ୍ଠି ପାରିବ ନାହିଁ। ଏକ…
ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଏଣ୍ଟ୍ରି କଲା ଆମେରିକା! ଖେଳିଲା ବଡ଼ ଗେମ୍
ନୂଆଦିଲ୍ଲୀ, ୧୦।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଓ ରାଜନୈତିକ ଘଟଣାକ୍ରମ ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଭାରତର ଅପରେଶନ ସିନ୍ଦୂର ଏବଂ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ମିଳିଥିବା ଋଣକୁ ନେଇ ଉଭୟ ଦେଶ…
India-Pakistan War: ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି,ଯେ କୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ଘୋଷଣା କରାଯିବ
ନୂଆଦିଲ୍ଲୀ,୧୦।୫: ପାକିସ୍ତାନର ବିଫଳ ଆକ୍ରମଣ ପ୍ରୟାସ ମଧ୍ୟରେ, ଭାରତ ସରକାର ଶନିବାର (୧୦ ମଇ, ୨୦୨୫) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇ କୁହାଯାଇଛି ଯେ ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ…
ଆମେ ଯୁଦ୍ଧର ଦ୍ୱାରଦେଶରେ ଅଛୁ, ସବୁର ହିସାବ ନେବୁ: ପୁଣି ଭାରତକୁ ଉସୁକାଇଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ୍,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛନ୍ତି। ପ୍ଏକ ସାକ୍ଷାତକାରରେ ସେ କହିଛନ୍ତି, ଗତ ଚାରି ଦିନ ମଧ୍ୟରେ ଭାରତ ଦ୍ୱାରା ନିଆଯାଇଥିବା ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ…
ମୋଦି ଦେଲେ ନିର୍ଦ୍ଦେଶ, ବର୍ଡରକୁ ଓହ୍ଲାଇବେ ଧୋନି-ସଚିନ ପାଇଲଟ!
ନୂଆଦିଲ୍ଲୀ,୯।୫: ପାକିସ୍ତାନ ମଧ୍ୟରେ ଜାରି ଯୁଦ୍ଧସ୍ଥିତି ମଧ୍ୟରେ ଭାରତ ସରକାର ଟେରିଟୋରିଆଲ ଆର୍ମିଙ୍କୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଅଧିସୂଚନା ଜାରି କରି ସରକାର ନିର୍ଦ୍ଦେଶ ଦେଇଛନ୍ତିି, ଭାରତୀୟ ସ୍ଥଳସେନା ପ୍ରମୁଖ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଟେରିଟୋରିଆଲ ଆର୍ମି ନିୟମ ଅନୁଯାୟୀ…
ହାତ ଛାଡିଲା ଚାଇନା! ଭୋ ଭୋ ହୋଇ କାନ୍ଦିଲେ ଶେହବାଜଙ୍କ ଏମପି, କହିଲେ ଭାରତଠୁ ଆମକୁ ବଞ୍ଚାଅ…
ଇସଲାମବାଦ,୮।୫: ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ ପାକିସ୍ତାନରେ ଭୟର ବାତାବରଣ ରହିଛି। ପାକିସ୍ତାନ ଭୟ କରୁଛି ଯେ ଭାରତ ପୁଣି ଥରେ ଆଟାକ୍ କରିପାରେ। ଏହି ସମୟରେ, ପିଏମଏଲଏନ (ପାକିସ୍ତାନ ମୁସଲିମ ଲିଗ-ଏନ) ଏମପି…
India Pakistan War: ଘନେଇଲା ଯୁଦ୍ଧ ଆଶଙ୍କା, ଜାଣନ୍ତୁ କିଏ କରିବ ଯୁଦ୍ଧ ଘୋଷଣା?
ନୂଆଦିଲ୍ଲୀ,୮।୫: ପାକିସ୍ତାନ ବିରୋଧରେ ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରିବା ପରେ, ଦୁଇ ଦେଶ ମଧ୍ୟରେ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଖବର ଆସୁଛି ଯେ ଅପରେଶନ ସିନ୍ଦୂର ପରେ, ପାକିସ୍ତାନ ଭାରତର 15ଟି ସହରରେ ଅବସ୍ଥିତ ସାମରିକ…
Operation Sindoor: କିଛି ବଡ଼ ହେବାକୁ ଯାଉଛି? ରାଜସ୍ଥାନ-ପଞ୍ଜାବରେ ହାଇ ଆଲର୍ଟ
ନୂଆଦିଲ୍ଲୀ, ୮।୫: ଭାରତର ମିସାଇଲ ଆକ୍ରମଣ ‘ଅପରେସନ ସିନ୍ଦୂର’ ପରେ ରାଜସ୍ଥାନ ଓ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ରାଜସ୍ଥାନ ସରକାର ପାକିସ୍ତାନ ସହ ଥିବା ୧୦୭୦ କିଲୋମିଟର ସୀମାକୁ ସମ୍ପୂର୍ଣ୍ଣ ସିଲ କରିଦେଇଛନ୍ତି, ଯେଉଁଥିରେ ବିକାନେର, ଜୈସଲମେର, ଗଙ୍ଗାନଗର…
India Pakistan War: ଦେଶରେ ହାଇଆଲର୍ଟ, ବାଜିବ ଦୁଇ ପ୍ରକାର ଏୟାର ରେଡ୍ ସାଇରନ, ଶଦ୍ଦ ଶୁଣି ଥରି ଉଠିବେ
ନୂଆଦିଲ୍ଲୀ,୭।୫: ଆଉ ଅଧଘଣ୍ଟାଏ ପରେ ବାଜିବାକୁ ଯାଉଛି ଯୁଦ୍ଧ ସାଇରନ। ସାରା ଦେଶରେ କମ୍ପି ଉଠିବ ଯୁଦ୍ଧ ସାଇରନ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆଜି ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ…
Operation Sindoor: ପାକିସ୍ତାନକୁ ଫସାଇଦେଲା ଚାଇନା, ଭାରତ ସହ ମିଶି କଲା ଖେଳ!
ନୂଆଦିଲ୍ଲୀ, ୭।୫: ଭାରତ ସେନାର ସର୍ଜିକାଲ ଷ୍ଟ୍ରାଇକ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବାର ଆତଙ୍କବାଦୀ ଆଡ୍ଡା ଉପରେ କରିଥିବା ଆକ୍ରମଣ ପରେ ଚାଇନା ତା’ର ପୂର୍ବ ନୀତିରୁ ଓଲଟି ପାକିସ୍ତାନକୁ ସଂଯମ ରହିବା ପାଇଁ ପରାମର୍ଶ ଦେଇଛି। ପୂର୍ବରୁ ପାକିସ୍ତାନର ସମର୍ଥନ କରୁଥିବା…
Operation Sindoor: ଅଧରାତିରେ ଏୟାରଷ୍ଟ୍ରାଇକ୍ ପରେ ବଡ଼ ଘୋଷଣା, ସବୁ ସ୍କୁଲ ଛୁଟି
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବଡ଼ ବଦଲା ନେଇଛି ଭାରତୀୟ ସେନା। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏହି ସୈନ୍ୟ ଅଭିଯାନର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣ…
Archives


