ପରାଜୟ ଆଶଙ୍କାରେ ଭାରତ: ପାଭିଲିୟନକୁ ଫେରିଲେ ଅଧା ଟିମ୍ ହାଇଦ୍ରାବାଦ୍,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ପରାଜୟ ଆଶଙ୍କା ବଢିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ ସଂଗ୍ରହ କରିଥିଲା।...