ଭାରତକୁ ଚେତାବନୀ ଦେଲା ଚାଇନା: ସୀମା ଉତ୍ତେଜନା ମଧ୍ୟରେ ବେଜିଂର ବଡ଼ ବୟାନ
ନୂଆଦିଲ୍ଲୀ,୨୬।୧୦: ଭାରତ ଓ ଚାଇନା ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ମଧ୍ୟରେ ଚୀନ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସୀମାରେ ନିକଟରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଟକ୍କର ହୋଇଥିବା ଖବର ଚର୍ଚ୍ଚାକୁ ଆସିବା ପରେ ଚାଇନା ବୈଦେଶିକ…

