Budget 2025: ଆଜିଠୁ ବଜେଟ ଅଧିବେଶନ: ଉଠିବ ମହାକୁମ୍ଭ ଦଳାଚକଟା ଝଡ଼ ନୂଆଦିଲ୍ଲୀ,୩୧ା୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟାରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଏପ୍ରିଲ ୪ ମଧ୍ୟରେ ଦୁଇଟି...