Tag Archives: independence day

ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର

ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାର ପ୍ରାଚୀରରେ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଘୋଷଣା ମଧ୍ୟ କରିଛନ୍ତି।  ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ,…

ଭିଜୁଥିଲେ ରାହୁଲ, ଦେଖୁଥିଲେ ଖାର୍ଗେ!

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ, କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦଳୀୟ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ବର୍ଷାରେ ଭିଜି ଯାଉଥିବାର ଦେଖାଯାଇଥିଲା। ପ୍ରବଳ ବର୍ଷା ମଧ୍ୟରେ ସେ…

ସଂଗ୍ରାମୀଙ୍କ ବଳିଦାନକୁ ଭୁଲି ହେବନି: ମନ୍ତ୍ରୀ

ବଲାଙ୍ଗୀର,୧୫ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀରରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ସମାରୋହ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ପାଳିତ ହୋଇଛି। ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ…

ସ୍ବାଧୀନତା ଦିବସ ପାଳନ କରିବାକୁ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ, ବାଟରେ ଚାପିଦେଲା ଅଜଣା ଗାଡ଼ି

କେନ୍ଦ୍ରାପଡ଼ା,୧୫ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର କେନାଲ ବ୍ରିଜ୍‌ ନିକଟରେ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କ ନାମ ହେଲା ବିଜୟ କୁମାର…

‘ଲୋକଙ୍କୁ ସବୁ ସମୟରେ ସେବା ଯୋଗାଇବା ପାଇଁ ସଂକଳ୍ପ’

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗର ଗୋଷ୍ଠୀ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜାତୀୟ ପତ୍ତାକା ଉତ୍ତୋଳନ ହୋଇଛି। ଜାତୀୟ ସଙ୍ଗୀତ ଗାନ…

ଚର୍ଚ୍ଚାରେ ମୋଦିଙ୍କ ସ୍ବାଧୀନତା ଦିବସ ଲୁକ୍‌: ଗେରୁଆ ପଗଡ଼ି ସାଙ୍ଗକୁ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ତାଙ୍କ ପୋଷାକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରତ୍ୟେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ପଗଡ଼ି ବାନ୍ଧିବାର ଶୈଳୀ ସବୁଠାରୁ ଆକର୍ଷଣୀୟ ହୋଇଥାଏ। ୨୦୧୪ ରୁ ଏହି ସମୟ ପର୍ଯ୍ୟନ୍ତ ୨୦୨୫ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ…

ସ୍ୱାଧୀନତା ଦିବସରେ ୧୦୯୦ ପୋଲିସ କର୍ମଚାରୀଙ୍କୁ ସମ୍ମାନ, ଓଡ଼ିଶାରୁ ୩୧ ଜଣ

କଟକ,୧୪ା୮: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶର ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଓ ସଂଶୋଧନ ସେବାରେ କାର୍ଯ୍ୟ କରୁଥିବା ୧୦୯୦ ଜଣ କର୍ମଚାରୀଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଥିବା ତାଲିକା…

ଏଥର ୭୮ତମ ନା ୭୯ତମ ସ୍ୱାଧୀନତା ଦିବସ ପାଳନ ହେବ ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଭାରତ ୧୯୪୭ ମସିହା ଅଗଷ୍ଟ ୧୫ରେ ବ୍ରିଟିଶ ଔପନିବେଶିକ ଶାସନରୁ ଦୀର୍ଘ ସଂଘର୍ଷ ପରେ ସ୍ୱାଧୀନତା ହାସଲ କରିଥିଲା। ଏହି ଦିନଟି ସ୍ୱାଧୀନତା ସଂଗ୍ରାମୀ ଓ ସାଧାରଣ ଭାରତୀୟଙ୍କ ଏକତାର ପ୍ରୟାସକୁ ସ୍ମରଣ କରାଯାଏ, ଯେଉଁମାନେ ଦେଶକୁ ବ୍ରିଟିଶମାନଙ୍କଠାରୁ ମୁକ୍ତ କରିଥିଲେ।…

ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼: ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ୟର ଐତିହ୍ୟ ଓ ବିକାଶ

ଭୁବନେଶ୍ୱର,୧୬ା୧୨(ଅନିଲ ଦାସ)-ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏଥିରେ ରାଜ୍ୟର ଐତିହ୍ୟ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ ପ୍ରଦର୍ଶିତ ହେବ । ପରେଡ୍‌ ପ୍ରଦର୍ଶନ…

ଅଗଷ୍ଟ ୧୫ରେ ବନ୍ଦରହିବ ଏହି ସବୁ ରାସ୍ତା, ବଦଳିଲା ବସ୍‌ର ରୁଟ୍‌

ନୂଆଦିଲ୍ଲୀ, ୧୩।୦୮: ଦେଶର ରାଜଧାନୀରେ ସ଼୍ବାଧୀନତା ଦିବସ ପାଇଁ ଲାଲ୍‌କିଲ୍ଲାରେ ଆୟୋଜିତ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କାରଣରୁ ବିଭିନ୍ନ ରାସ୍ତା ବନ୍ଦ କରିଦିଆଯିବ । ଦିଲ୍ଲୀ ଟ୍ରାଫିକ୍‌ ପୋଲିସ୍‌ ଏନେଇ ଆଡ୍‌ଭାଇଜାରି ଜାରି କରିଛି । ଏହି ଆଡ୍‌ଭାଇଜାରିରେ…

କେଜ୍‌ରିଓ୍ବାଲଙ୍କ ସ୍ଥାନରେ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ…

ଗାନ୍ଧୀବାଦର ପ୍ରତୀକ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ‘ଅରଟ’ର ସ୍ଥିତି ଏବେ ରାଜ୍ୟରେ ସଙ୍ଗିନ। ମିଳୁନି ଅରଟରେ ବ୍ୟବହୃତ କଞ୍ଚାମାଲ ‘ବଳଣା’। ପୁଣି ଅରଟରେ ସୂତା କାଟିବା ଲାଗି ଯୁବପିଢି ଆଗ୍ରହୀ ହେଉନାହାନ୍ତି। ବର୍ଷରେ ୫ରୁ ୬ଜଣ ଛାତ୍ରୀଛାତ୍ର ଅରଟରେ ସୂତା କାଟିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri