ପହଲଗାମ୍ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି କ୍ରମରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ବଡ଼ ବୟାନ ଦେଇଛନ୍ତି। ଭାରତ ପାକିସ୍ତାନ...
Virat Kohli Ranking:ପାକିସ୍ତାନ ବିପକ୍ଷରେ ଶତକ ହାସଲ ପରେ କୋହଲିଙ୍କୁ ମିଳିଲା ବଡ଼ ପୁରସ୍କାର
ନୂଆଦିଲ୍ଲୀ,୨୬।୨: ଆଇସିସି ପକ୍ଷରୁ ବୁଧବାର ଦିନିକିଆ ରାଙ୍କିଂ ପ୍ରକାଶ କରିଛି। ବିରାଟ କୋହଲି ଏଥିରୁ ଲାଭ ପାଇଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ରେ କୋହଲି ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ। କୋହଲିଙ୍କୁ ରାଙ୍କିଂ ମାଧ୍ୟମରେ ଏହାର ପୁରସ୍କାର ମିଳିଛି।...
ପାକିସ୍ତାନ ଦଳକୁ ମହେନ୍ଦ୍ର ସିଂ ଧୋନୀ ବି ରକ୍ଷା କରିପାରିବେ ନାହିଁ: କାହିଁକି ଏମିତି କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ
ରାଓ୍ବଲପିଣ୍ଡି,୨୫।୨:ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ମାତ୍ର ୬ ଦିନ ପରେ, ଆୟୋଜକ ପାକିସ୍ତାନର ଟୁର୍ନାମେଣ୍ଟରେ ଯାତ୍ରା ଶେଷ ହୋଇଛି। ମହମ୍ମଦ ରିଜୱାନଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଚାମ୍ପିଅନ୍ସ ଟ୍ରଫିରୁ ବାଦ...
Watch: ମ୍ୟାଚ୍ ନ ଖେଳି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ଏହି ଭାରତୀୟ କ୍ରିକେଟର୍: ପାକିସ୍ତାନ କିମ୍ବଦନ୍ତୀ ବି କରୁଛନ୍ତି ପ୍ରଶଂସା
ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଆଶା ଅନୁଯାୟୀ କ୍ରିକେଟ ଜଗତ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହୋଇ ରହିଥିଲା। ଏହି ମ୍ୟାଚ ଦେଖିବା ପାଇଁ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଦୁବାଇରେ ପହଞ୍ଚିଥିଲେ। ଏହି ସମୟରେ,...
ଯାହା ସଚିନ ତେନ୍ଦୁଲକର କରିପାରି ନ ଥିଲେ, ତାହା କରି ଦେଖାଇଲେ ବିରାଟ କୋହଲି
ଦୁବାଇ,୨୪।୨: ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଏକ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୬ ଉଇକେଟ୍ରେ ପରାସ୍ତ କରିଥିଲା। ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ମ୍ୟାଚ ଜିତିଛି। ଦୁବାଇରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ...
ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ
ନୂଆଦିଲ୍ଳୀ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍ରେ ଏପରି ଗୋଟିଏ ବି ଘଟଣା ଘଟି ନ ଥିଲା ଯେତେବେଳେ ପାକିସ୍ତାନ ପ୍ରଭାବଶାଳୀ ନଜର ଆସିଥିଲା। କିନ୍ତୁମହାକୁମ୍ଭରେ ଭାଇରାଲ ହୋଇଥିବା IIT ବାବା ଦାବି...
IND vs PAK: ଭାରତ ଜିତୁ କି ପାକିସ୍ତାନ, ଫଳାଫଳ ପୂର୍ବରୁ ବଡ଼ ରେକର୍ଡ କଲେ Mukesh Ambani
ନୂଆଦିଲ୍ଲୀ,୨୩।୨: ଭାରତରେ କ୍ରିକେଟ ପ୍ରତି ଲୋକଙ୍କ କ୍ରେଜ୍ ବହୁତ ଅଧିକ। ହେଲେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କଥା ଆସେ, ଏହା ଦ୍ୱିଗୁଣିତ ହୋଇଯାଏ। ରବିବାର ଉଭୟ ଦଳ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମୁକାବିଲା ଖେଳାଯାଉଛି।...
ଭାରତ ବିପକ୍ଷରେ ହାରିଗଲେ ବି ଏଥର ପାକିସ୍ତାନରେ ଭାଙ୍ଗିବ ନାହିଁ ଟିଭି…କାରଣ କହି ଅପମାନିତ କଲେ…
ନୂଆଦିଲ୍ଲୀ,୨୩।୨: ଭାରତ-ପାକିସ୍ତାନ ମ୍ୟାଚ୍କୁ କ୍ରିକେଟ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। କାରଣ ଉଭୟ ଟିମ୍କୁ ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବେଳେ ଏହି ମ୍ୟାଚ୍ର କ୍ରେଜ୍ ଅଧିକ ଥାଏ। ଏମିତିରେ କୌଣସି ଟିମ୍ ପରାଜିତ ହେଲେ ରାଗରେ ପ୍ରଶଂସକମାନେ ଟିଭି ଭାଙ୍ଗି...
Ind Vs Pak Match: କେଉଁଠି, କିଭଳି Freeରେ ଦେଖିବେ ଏହି ମହାମୁକାବିଲା, ଜାଣନ୍ତୁ…
ନୂଆଦିଲ୍ଲୀ,୨୨।୨: ଭାରତ-ପାକିସ୍ତାନ ମ୍ୟାଚ୍ର କ୍ରେଜ୍ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର ରହିଥାଏ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଭାରତ ସରକାର କୌଣସି ଭାରତ-ପାକିସ୍ତାନ ସିରିଜ ଆୟୋଜନ ଉପରେ ନିଷେଧାଦେଶ ରଖିଛନ୍ତି। ଏପରି ପରିସ୍ଥିତିରେ ଏହି ଦୁଇ ଦଳ ଏବେ କେବଳ ICC...
IND vs PAK: ଦେଶ ପାଇଁ କିଛି ବି କରିପାରିବେ ଏହି ଭାରତୀୟ କ୍ରିକେଟର୍: ପ୍ରଶଂସାରେ ପୋତିପକାଇଲେ ରିକି ପଣ୍ଟିଂ
ଦୁବାଇ,୨୨।୨: ଭାରତ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ସହିତ ତା’ର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଟିମ ଇଣ୍ଡିଆ ବାଂଲାଦେଶକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଶୁବମନ ଗିଲଙ୍କ ଶତକ ବ୍ୟତୀତ, ମହମ୍ମଦ ଶାମିଙ୍କ ୫ଟି ଉଇକେଟ...
IND vs PAK:ଭାରତ ଅପେକ୍ଷା ପାକିସ୍ତାନ ଦୁର୍ବଳ…ମହାମୁକାବିଲା ପୂର୍ବରୁ ଏମିତି କହିଦେଲେ ପାକିସ୍ତାନ କିମ୍ବଦନ୍ତୀ
ଦୁବାଇ,୨୨।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ୨୩ ଫେବୃଆରୀରେ ଖେଳାଯିବ। ଏହି ମ୍ୟାଚ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ମ୍ୟାଚ ପୂର୍ବରୁ ସରକାରୀ ପ୍ରସାରକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ଶାହିଦ ଆଫ୍ରିଦି, ଯୁବରାଜ...
IND vs PAK Live Streaming: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍
ଦୁବାଇ,୨୨।୨:ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଗଲାଣି। ଟୁର୍ନାମେଣ୍ଟର ସବୁଠାରୁ ଚର୍ଚ୍ଚିତ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯିବ। ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପ୍ରଶଂସକମାନେ ଘରେ ବସି ଏହି ମ୍ୟାଚ ଲାଇଭ ଦେଖିପାରିବେ।...
Archives


