କୋହଲିଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଇଂଲଣ୍ଡ ବିପକ୍ଷ ବାକି ଟେଷ୍ଟ…
ନୂଆଦିଲ୍ଲୀ,୭।୨: ଟିମ ଇଣ୍ଡିଆର ଜବରଦସ୍ତ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଚତୁର୍ଥ ଟେଷ୍ଟରୁ ବାଦ ପଡିବେ। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟରେ ବିରାଟ କୋହଲି ଖେଳିବା ନେଇ ପ୍ରଶ୍ନ ଉଠିଛି। ବିରାଟ କୋହଲି ଚୟନ…
ବିରାଟ କୋହଲିଙ୍କ ହାତରେ ଲାଗିଲା ବଡ଼ ଲଟେରି: ଏଣିକି କୋଟି କୋଟି….
ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟର ବିରାଟ କୋହଲି ପୁମା କମ୍ପାନୀ ସହ ଏକ ବଡ ଚୁକ୍ତି କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ପୁମା କମ୍ପାନୀ ସହିତ ୮ ବର୍ଷ ପାଇଁ ୧୧୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯେକୌଣସି ବ୍ରାଣ୍ଡ…
ଦ୍ୱିଶତକ ପରେ କାହାକୁ ‘ଫ୍ଲାଇଙ୍ଗ୍ କିସ୍’ ଦେଇଥିଲେ ଜୟସ୍ବାଲ: ନିଜେ କଲେ ଖୁଲାସା
ବିଶାଖାପାଟନମ୍,୪।୨: ପାଞ୍ଚ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଯଶସ୍ବ ଜୟସ୍ବାଲ ଭାରତ ପାଇଁ ଦ୍ୱିଶତକ ଅର୍ଜନ କରିଛନ୍ତି। ବିଶାଖାପାଟନମରେ ସେ ପ୍ରଥମ ଇନିଂସରେ ୨୦୯ ରନ ସଂଗ୍ରହ କରିଥିଲେ। ଜୟସ୍ବାଲ ଏହି ଦ୍ୱିଶତକ ପରେ ପଡ଼ିଆରେ ଏକ ଆକର୍ଷଣୀୟ ଢଙ୍ଗରେ ସେଲିବ୍ରେଶନ…
ପରାଜୟ ଆଶଙ୍କାରେ ଭାରତ: ପାଭିଲିୟନକୁ ଫେରିଲେ ଅଧା ଟିମ୍
ହାଇଦ୍ରାବାଦ୍,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ପରାଜୟ ଆଶଙ୍କା ବଢିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ ସଂଗ୍ରହ କରିଥିଲା। ଏହାର…
IND vs ENG: ବଦଳି ଗଲା ଟିମ୍ ଇଣ୍ଡିଆ, ୧୨ ବର୍ଷ ପରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ
ହାଇଦ୍ରାବାଦ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ବହୁ ପ୍ରତିକ୍ଷିତ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ପ୍ରାୟ ୧୨ ବର୍ଷ ଧରି ଦେଖିବାକୁ…
IND Vs ENG 1st Test: ଯଶସ୍ବୀଙ୍କ ବିସ୍ଫୋରକ ବ୍ୟାଟିଂ ସହ ପ୍ରଥମ ଦିନର ଖେଳ ଶେଷ, ଭାରତର ସ୍କୋର-୧୧୯/୧
ହାଇଦ୍ରାବାଦ,୨୫।୧: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁକାବିଲା ଆରମ୍ଭ ହୋଇଛି। ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ…
ଇଂଲଣ୍ଡର ନିଦ ହଜାଇବେ ଅଶ୍ୱିନ-ଜାଡେଜା
ହାଇଦ୍ରାବାଦ୍,୨୪।୧: ଜାନୁଆରୀ ୨୫ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜରେ ଭାରତର ତାରକା ସ୍ପିନର ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇବାକୁ ଯାଉଛନ୍ତି। ଟେଷ୍ଟ କ୍ରିକେଟରେ ଜାଡେଜା-ଅଶ୍ୱିନ ଯୋଡି ସ୍ପିନରଙ୍କ ସବୁଠାରୁ ସଫଳ…
ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୧।୧: ଜାନୁଆରୀ ୨୫ରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ୫ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ ଦଳ ଏକ ବଡ଼ ଝଟ୍କା ଲାଗିଛି। ଇଂଲଣ୍ଡ ତାରକା ବ୍ୟାଟ୍ସମ୍ୟାନ ହ୍ୟାରି ବ୍ରୁକ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍…
ଚମକିଲା କେ.ଏସ ଭରତଙ୍କ ଭାଗ୍ୟ
ନୂଆଦିଲ୍ଲୀ,୧୪।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ଭାଗ୍ୟ ଉଜ୍ଜ୍ୱଳ ଦେଖାଯାଉଛି। ଭାରତର ପ୍ଲେଇଙ୍ଗ-୧୧ରେ ସାମିଲ ପାଇଁ କେ.ଏସ ଭରତଙ୍କ ପାଇଁ ରାସ୍ତା ଖୋଲାଯାଇଛି। ବାସ୍ତବରେ ଦଳ ପରିଚାଳନା ସ୍ପଷ୍ଟ କରିଛି…
Archives


