ବାପା କାରଗିଲ୍ ହିରୋ, ମା’ ଗହଣା ବନ୍ଧା ରଖି ପୁଅକୁ କଲେ କ୍ରିକେଟର୍: ଆଉ ଏବେ…
ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟରେ ସରଫରାଜ ଖାନଙ୍କ ସହ ଧ୍ରୁବ ଜୁରେଲ ମଧ୍ୟ ଡେବ୍ୟୁ କରିଥିଲେ। ଏବେ ୨୩ ବର୍ଷୀୟ ଖେଳାଳି ଧ୍ରୁବ ଜୁରେଲଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି। ଏହି ସ୍ଥାନରେ ପହଞ୍ଚିବା ପାଇଁ ଧ୍ରୂବଙ୍କ ଅନେକ ସଂଘର୍ଷର…
ଅଶ୍ୱିନଙ୍କ ପାଇଁ ପଦିଏ କଥା କହି ସମସ୍ତଙ୍କ ହୃଦୟ ଜିତିଲେ ରୋହିତ ଶର୍ମା
ରାଜକୋଟ,୧୯।୨: ରାଜକୋଟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ ପାରିବାରିକ ଜରୁରିକାଳୀନ ପରିସ୍ଥିତି ଯୋଗୁ ରବିଚନ୍ଦ୍ରନ ଅଶ୍ୱିନ ଘରକୁ ଯାଇଥିଲେ। ସେ ୨୪ ଘଣ୍ଟା ମଧ୍ୟରେ ଫେରି ଆସିଥିଲେ। ଟିମ ଇଣ୍ଡିଆର ବିଜୟ ପରେ ରୋହିତ ଶର୍ମା…
ତୃତୀୟ ଟେଷ୍ଟରେ ଅଜବ ଡ୍ରାମା: ପାଳି ଘୋଷଣା ହେବାପୂର୍ବରୁ ପାଭିଲିୟନ ଫେରୁଥିଲେ ଯଶସ୍ବୀ-ସରଫରାଜ,ଅଟକାଇଲେ ରୋହିତ: ଦେଖନ୍ତୁ ଭିଡିଓ
ରାଜକୋଟ,୧୮।୨: ରାଜକୋଟରେ ଭାରତ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ ଇଣ୍ଡିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୪୩୪ ରନ୍ରେ ଜିତିଛି। ଏହି ମ୍ୟାଚର ଚତୁର୍ଥ ଦିନରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ…
ପାପା କେହେତେଁ ହେଁ ବଡ଼ା ନାମ୍ କରେଗା… ସରଫରାଜଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ପୋଷ୍ଟ ହେଉଛି ଭାଇରାଲ୍
ମୁମ୍ବାଇ,୧୫।୨: ସରଫରାଜ ଖାନ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ସେ ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଖେଳୁଛନ୍ତି। ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ସରଫରାଜଙ୍କୁ ଟିମ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ। ସରଫରାଜ…
ପୂଜାରା-ଜାଡେଜାଙ୍କୁ କରାଗଲା ସମ୍ମାନିତ: ଜାଣନ୍ତୁ ଏହା ପଛରେ ରହିଛି କ’ଣ କାରଣ
ରାଜକୋଟ,୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ବ୍ୟାଟ୍ସମ୍ୟାନ ଚେତେଶ୍ୱର…
ପୁଅକୁ ପ୍ରଥମଥର ଟିମ୍ ଇଣ୍ଡିଆ କ୍ୟାପ୍ରେ ଦେଖି ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ପିତା
ରାଜକୋଟ,୧୫।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଭାରତ ପ୍ଲେଇଙ୍ଗ୍-୧୧ରେ ପରିବର୍ତ୍ତନ ଆଣିଛି। ଟିମ ଇଣ୍ଡିଆ ସରଫରାଜ ଖାନଙ୍କୁ ଏକ ସୁଯୋଗ ଦେଇଛି। ସରଫରାଜ ଡେବ୍ୟୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ଟସ ପୂର୍ବରୁ ତାଙ୍କୁ ଭାରତୀୟ ଦଳର କ୍ୟାପ…
ବାପା ମୋ ପାଇଁ ହିରୋ: ଭାରତୀୟ ଦଳରେ ସ୍ଥାନ ପାଇବା ପରେ ଧ୍ରୁବ୍ ଜୁରେଲଙ୍କ ପ୍ରଥମ ପ୍ରତିକ୍ରିୟା
ରାଜକୋଟ,୧୪।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି। ପ୍ରଥମଥର ପାଇଁ ଏହି ଖବର ପାଇବା ପରେ ସେ କିପରି ଅନୁଭବ କଲେ ବୋଲି ଧ୍ରୁବ କହିଥିଲେ। ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ…
ଜାଡେଜାଙ୍କ ଫିଟ୍ନେସ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍
ରାଜକୋଟ,୧୪।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆହତ କାରଣରୁ ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଖେଳିପାରି ନ ଥିଲେ। କିନ୍ତୁ ବର୍ତ୍ତମାନ ସେ ତୃତୀୟ ଟେଷ୍ଟରୁ ପଡ଼ିଆକୁ ଫେରିପାରିବେ। ରାଜକୋଟରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ମ୍ୟାଚ ପାଇଁ…
ବିମାନବନ୍ଦରରେ ଅଟକ ରହିଲେ ଇଂଲଣ୍ଡ ଖେଳାଳି
ରାଜକୋଟ,୧୩।୨: ଇଂଲଣ୍ଡ କ୍ରିକେଟ ଦଳର ସ୍ପିନର ରେହାନ ଅହମ୍ମଦଙ୍କୁ ରାଜକୋଟ ବିମାନ ବନ୍ଦରରେ ଅଟକାଯାଇଥିଲା। ସେ ଆବୁଧାବିରୁ ଭାରତ ଫେରିଥିଲେ। ଦ୍ୱିତୀୟ ଟେଷ୍ଟ ପରେ ଇଂଲଣ୍ଡ ଦଳ ଆବୁଧାବି ଯାଇଥିଲା। ଏବେ ତୃତୀୟ ଟେଷ୍ଟ ପାଇଁ ସେମାନେ ଫେରିଛନ୍ତି। ରେହାନ ଅହମ୍ମଦଙ୍କ…
ଭରତ ଫ୍ଲପ୍, ତୃତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ଏହି ଖେଳାଳି
ରାଜକୋଟ,୧୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରେୁ ରାଜକୋଟରେ ଖେଳାଯିବ। ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହିତ ଏହି ମ୍ୟାଚରେ ପ୍ରବେଶ କରିପାରିବ। ତେବେ ଯୁବ ଉଇକେଟ କିପର ଧ୍ରୁଭ…
ରାଜକୋଟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟ୍କା
ରାଜକୋଟ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ସ୍ପିନ ବୋଲର ଜ୍ୟାକ ଲିଚ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି। ଇଂଲଣ୍ଡ…
ରୋହିତ ଶର୍ମାଙ୍କୁ ଏହି ୩ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ
ରାଜକୋଟ,୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପରବର୍ତ୍ତୀ ଟେଷ୍ଟ ମ୍ୟାଚ ରାଜକୋଟରେ ଖେଳାଯିବ। ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରୁ ଖେଳାଯିବ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ବାକି ତିନିଟି ମ୍ୟାଚ ପାଇଁ ଦଳ ଘୋଷଣା କରିନାହିଁ। କିନ୍ତୁ ଖେଳାଳିଙ୍କୁ…
Archives


