Tag Archives: IND vs AUS Final

ବିଶ୍ୱଚାମ୍ପିୟନ୍‌ ହେବା ସ୍ବପ୍ନ ପୁଣି ତୁଟିଲା: ଫାଇନାଲ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ,୧୧।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା କ୍ରମାଗତ ଭାବେ ଜାରି ରହିଛି। ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ହାରିଛି। ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ବରିଷ୍ଠ ଦଳ ଏକଦିବସୀୟ ବିଶ୍ୱକପ ଫାଇନାଲରେ ହାରିଯାଇଥିଲେ।…

ଅନ୍‌ଲାଇନ୍‌ରେ ସବୁ ରେକର୍ଡ ଭାଙ୍ଗିଲା ବିଶ୍ୱକପ ଫାଇନାଲ ମ୍ୟାଚ୍‌: ୫.୯ କୋଟି ଦର୍ଶକ ଦେଖିଲେ ମ୍ୟାଚ୍‌

ଅହମ୍ମଦାବାଦ୍‌,୨୦।୧୧: ୨୦୨୩ ବିଶ୍ୱକପ ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିୟନ ହୋଇଛି। ଦିନିକିଆ କ୍ରିକେଟ ଇତିହାସରେ ଷଷ୍ଠ ଥର ପାଇଁ ବିଶ୍ୱକପ କବଜା କରିଛି କଙ୍ଗାରୁ ଟିମ୍‌। ଟିମ ଇଣ୍ଡିଆର ବିଜୟ ଆଶା କରୁଥିବା କୋଟି କୋଟି ଭାରତୀୟ…

ଫାଇନାଲରେ ଇତିହାସ ରଚିଲେ ବିରାଟ କୋହଲି

ଅହମ୍ମଦାବାଦ୍‌,୧୯।୧୧: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ଏପର୍ଯ୍ୟନ୍ତ ଅନେକ ରେକର୍ଡ କରାଯାଇଛି। ଏହି କ୍ରମରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନାମରେ ଆଉ ଏକ ସଫଳତା…

ବିଶ୍ୱକପ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଭଡା ମାତ୍ର…

ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚର ସିଧା ପ୍ରସାରଣ କେବଳ ଭାରତ ନୁହେଁ ସାରା ବିଶ୍ୱ ଦେଖିବ। ତେବେ…

ବିଶ୍ୱକପ ମ୍ୟାଚ ଦେଖିଯିବା ପାଇଁ ମାଗଣାରେ ମିଳୁଛି ହେଲିକପ୍ଟର ସେବା! ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଫାଇନାଲ ମ୍ୟାଚ ନଭେମ୍ବର ୧୯କୁ ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲରେ କଙ୍ଗାରୁ ଟିମ୍‌ ଓ ଇଣ୍ଡିଆ ଟିମ୍‌ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତ ଜିତିବା ନେଇ ସାରା ଭାରତୀୟ ଆଶାବାନ୍ଧି ବସିଥିବାବେଳେ ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri