ଭୁଲ୍ବଶତଃ ବଡ଼ ଖୁଲାସା କରିଦେଲେ ବିଲାଓ୍ବଲ: ଇମ୍ରାନଙ୍କୁ ଜେଲରୁ ବାହାରକୁ ଆସିବାକୁ ଦେଉନାହାନ୍ତି…
ଇସଲାମାବାଦ,୧୩।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ ବୟାନ ଦେବା ପରେ, ବିଲାୱାଲ ଭୁଟ୍ଟୋ ଏବେ ତାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ବିଲାୱାଲ କହିଛନ୍ତି ଯେ ଇମ୍ରାନଙ୍କ ଲଢ଼େଇ ପାକିସ୍ତାନ ମୁସଲିମ…
ଜେଲରୁ ବାହାରିବେ ଇମ୍ରାନ! ଜାଣନ୍ତୁ କେଉଁ ମାମଲାରେ ମିଳିବ ଜାମିନ…
ଇସଲାମାବାଦ,୯।୬: ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଭାପତି ବାରିଷ୍ଟର ଗୌହର ଅଲି ଖାନ ଦାବି କରିଛନ୍ତି ଯେ ଦଳର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ଏବେ ଜାମିନ ମିଳିବ। ଏଥିପାଇଁ ଜୁନ ୧୧ ତାରିଖ ବହୁତ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ…
ମୋ ସ୍ତ୍ରୀ ମନା କରିବାରୁ ତାଙ୍କ ସହ…ମୁନୀରଙ୍କ ବିରୋଧରେ ସାଂଘାତିକ ଖୁଲାସା କଲେ ଇମ୍ରାନ ଖାନ
ଇସଲାମାବାଦ,୫।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଯିଏ ବର୍ତ୍ତମାନ ଜେଲରେ ଅଛନ୍ତି, ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ ଅସୀମ ମୁନୀର ତାଙ୍କ ପ୍ରତି ବ୍ୟକ୍ତିଗତ…
ଭାରତ ଆକ୍ରମଣ ନେଇ ସାଂଘାତିକ କଥା ଖୋଲିଲେ ଇମ୍ରାନ ଖାନ୍! ପାକିସ୍ତାନରେ ଚହଳ…
ଇସଲାମବାଦ,୨୫।୫: ପାକିସ୍ତାନର ରାଜନୀତି ସର୍ବଦା ସାମରିକ ଏବଂ ବେସାମରିକ ସରକାରଙ୍କ ମଧ୍ୟରେ କ୍ଷମତା ସଂଘର୍ଷ ଦ୍ୱାରା ପ୍ରଭାବିତ ହୋଇଆସିଛି, କିନ୍ତୁ ଏବେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଏହି ବିତର୍କର ଖୋଲାଖୋଲି ଉତ୍ତର ଦେଇଛନ୍ତି। ଜେଲରେ ଥିବା ଇମ୍ରାନ ଖାନ ସ୍ପଷ୍ଟ…
‘ମୁନିରଙ୍କୁ ରାଜା କରିଦିଅନ୍ତୁ, ସେ କେବଳ ଜଙ୍ଗଲର ରାଜା ହୋଇପାରିବେ’, ଫିଲ୍ଡ ମାର୍ଶାଲ ପଦୋନ୍ନତିକୁ ନେଇ କାହିଁକି ଏମିତି କହିଲେ ଇମ୍ରାନ, ଜାଣନ୍ତୁ…
ଇସଲାମାବାଦ,୨୩।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ କଟାକ୍ଷ କରି କହିଛନ୍ତି ଯେ ତାଙ୍କୁ ‘ଫିଲ୍ଡ ମାର୍ଶାଲ’ ବଦଳରେ ‘ରାଜା’ ଉପାଧି ଦେବା ଉଚିତ ଥିଲା କାରଣ ପାକିସ୍ତାନରେ ବର୍ତ୍ତମାନ ଜଙ୍ଗଲ ରାଜ ଚାଲିଛି…
Imran Khan: ସତରେ ଜେଲ୍ରେ ମରିଯାଇଛନ୍ତି ଇମ୍ରାନ ଖାନ୍! ଶେହବାଜ ସରକାରଙ୍କ ବଡ଼ ଘୋଷଣା
ଇସଲାମବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇମ୍ରାନ ଖାନଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଏକ ପ୍ରେସ ରିଲିଜର ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି,…
Operation Sindoor 2.0: କାଳେ ମୃତ୍ୟୁ ହେବ ଭାବି ଡରି ଗଲେଣି ଇମ୍ରାନ ଖାଁ! କହିଲେ, ‘ମୁକୁଳାଇ ଦିଅ, ଭାରତ ଯଦି…’
ଇସଲାମାବାଦ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ସବୁଠି ଭୟର ବାତାବରଣ ରହିଛି। ଏବେ ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ଶୁକ୍ରବାର ପାକିସ୍ତାନର ଏକ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ପାକିସ୍ତାନ…
ଇମ୍ରାନ ଖାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି ଆସିମ ମୁନିର…ସାଂଘାତିକ ଖୁଲାସା ପରେ ବିଶ୍ୱରେ ହଇଚଇ
ଇସଲାମାବାଦ,୫।୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ଗୁଡ୍ଓ୍ବିଲ୍ ଆମ୍ବାସାଡାର ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ…
ପାକିସ୍ତାନ ସେନା ମୁଖ୍ୟଙ୍କୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଇମ୍ରାନ ଖାନ୍ଙ୍କୁ ହତ୍ୟା କରିବା ପାଇଁ…
ଇସଲାମାବାଦ,୪ା୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ସଦ୍ଭାବନା ରାଷ୍ଟ୍ରଦୂତ ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ସଲମାନ ଅହମ୍ମଦଙ୍କୁ ଇମ୍ରାନ ଖାନଙ୍କ…
ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍, ଇମ୍ରାନ ଖାନ୍-ବିଲାଓ୍ବଲ ଭୁଟ୍ଟୋଙ୍କ ଉପରେ ନେଲା…
ଇସଲାମାବାଦ/ନୂଆଦିଲ୍ଲୀ,୪ା୫: ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କରିଛି ଭାରତ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ କରିଛି ଭାରତ। ଭାରତରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ପୂର୍ବତନ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ…
ଜେଲରେ ବନ୍ଦୀ ଇମରାନ ଖାନଙ୍କଠାରୁ ସାହାଯ୍ୟ ମାଗିଲେ ପାକିସ୍ତାନର ସେନା ମୁଖ୍ୟ ଓ ପ୍ରଧାନମନ୍ତ୍ରୀ; ଚାଲିଛି ବଡ ଯୋଜନା
ନୂଆଦିଲ୍ଲୀ,୨ା୫: ପାକିସ୍ତାନରେ ବର୍ତ୍ତମାନର ପରିସ୍ଥିତି ରାଜନୈତିକ ସମୀକରଣରେ ନାଟକୀୟ ପରିବର୍ତ୍ତନର ସଙ୍କେତ ଦେଉଛି। ଭାରତ ସହିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ସାମରିକ ପ୍ରତିକ୍ରିୟା ମଧ୍ୟରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଏବଂ…
ଯୁଦ୍ଧ ଘୋଷଣା ପୂର୍ବରୁ ଇମ୍ରାନ ଖାନ୍ଙ୍କ ବଡ଼ ବୟାନ, ଥରିଥରି ମୋଦିଙ୍କୁ କହିଲେ…
ଲାହୋର, ୩୦।୪: ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ “ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଖାନ…
Archives


