ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଅଙ୍ଗୁର, କୋଲେଷ୍ଟରଲ୍ କଣ୍ଟ୍ରୋଲ କରିବା ସହ…
ଅଙ୍ଗୁରରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ସଂକ୍ରମଣ ବା ଇନଫେକ୍ଶନ ଆଶଙ୍କାକୁ କେତେକାଂଶରେ ଦୂର କରିପାରେ ବୋଲି ଜଣାପଡ଼ିଛି। ଏଭଳି ବିଷୟ ଉପରେ ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ…

