IMF ଦେଲା ଉତ୍ସାହଜନକ ଖବର: ୨୦୨୬ ଆର୍ଥିକ ବର୍ଷ ପାଇଁ ବଢ଼ାଇଲା ଅଭିବୃଦ୍ଧି ପୂର୍ବାନୁମାନ
ନୂଆଦିଲ୍ଲୀ,୧୯।୧: ବିଶ୍ୱରେ ଲାଗି ରହିଥିବା ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥାରେ ଶକ୍ତିଶାଳୀ ଅଭିବୃଦ୍ଧି ଜାରି ରହିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୦.୭ ପ୍ରତିଶତ ବୃଦ୍ଧି କରି ୭.୩% କୁ ବଢ଼ାଇଛି।…
ପାକିସ୍ତାନକୁ IMFର ଆବଶ୍ୟକତା ପଡ଼ିବ ନାହିଁ? ବଡ଼ ଦାବି କଲେ ଖ୍ବାଜା ଆସିଫ, କିନ୍ତୁ ଏହା ପଛରେ ସତ୍ୟ କ’ଣ ଜାଣନ୍ତୁ
ଇସଲାମାବାଦ,୮।୧: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦାବି କରିଛନ୍ତି ଯେ ପାକିସ୍ତାନକୁ ଆଗାମୀ ଛଅ ମାସ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଠାରୁ ଋଣ ନେବାକୁ ପଡ଼ିବ ନାହିଁ। ସେ ଏହାର ହାସ୍ୟାସ୍ପଦ କାରଣ ଦର୍ଶାଇଛନ୍ତି: ମେ ୨୦୨୫ରେ…
ପାକିସ୍ତାନକୁ ୧୧ ଅରବ ଡଲାରର ହିସାବ ମାଗିଲାଣି IMF
ଇସଲାମାବାଦ,୭।୧୦: ପାକିସ୍ତାନର ଭୟଙ୍କର ପରିସ୍ଥିତି କୌଣସି ଗୁପ୍ତ କଥା ନୁହେଁ। ଦେଶର ସମ୍ପୂର୍ଣ୍ଣ ଅର୍ଥନୀତି ଋଣ ଉପରେ ଚାଲିଛି। ପାକିସ୍ତାନକୁ ଋଣ ପ୍ରଦାନକାରୀଙ୍କ ତାଲିକାରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଶୀର୍ଷରେ ଅଛି। IMF ପାକିସ୍ତାନକୁ କୋଟି କୋଟି ଡଲାର ଋଣ…
RBI ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ IMFରେ ବଡ଼ ନିଯୁକ୍ତି, ନେବେ ସୁବ୍ରମଣ୍ୟମଙ୍କ ସ୍ଥାନ
ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଡ. ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Executive Director) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ସେ କେ.ଭି.…
ପାକ୍ ପରେ ବାଂଲାଦେଶକୁ ମିଳିଲା ୧.୩ ବିଲିୟନ ଡଲାରର ଋଣ, ଆମେରିକାର ବଡ଼ ପ୍ଲାନ!
ଢାକା,୧୫।୫: ଜୁନ ମାସରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ବାଂଲାଦେଶକୁ 1.3 ବିଲିୟନ ଡଲାରର ବେଲଆଉଟ ଦେବାକୁ ଯାଉଛି। ମୁଦ୍ରା ବିନିମୟ ହାରରେ ଉନ୍ନତି ପାଇଁ ସର୍ବସମ୍ମତି ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିମାଣ ବାଂଲାଦେଶକୁ IMFର 4.7…
ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଏଣ୍ଟ୍ରି କଲା ଆମେରିକା! ଖେଳିଲା ବଡ଼ ଗେମ୍
ନୂଆଦିଲ୍ଲୀ, ୧୦।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଓ ରାଜନୈତିକ ଘଟଣାକ୍ରମ ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଭାରତର ଅପରେଶନ ସିନ୍ଦୂର ଏବଂ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ମିଳିଥିବା ଋଣକୁ ନେଇ ଉଭୟ ଦେଶ…
ପାକିସ୍ତାନକୁ ଲାଗିବ ଆଉ ଏକ ବଡ଼ ଝଟକା! ଏବେ IMFରୁ ଋଣ ମିଳିବାକୁ ନେଇ ଝୁଲୁଛି ଖଣ୍ଡା
ନୂଆଦିଲ୍ଲୀ,୨।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଆହୁରି ତିକ୍ତତା ଦେଖାଦେଇଛି। ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛି। ଯାହା ଯୋଗୁ ପାକିସ୍ତାନ ଏବେ ଖୁବ ରାଗିଯାଇଛି। ଏବେ ବିଶ୍ୱାସ କରାଯାଉଛି ଯେ…
୨୦୨୪-୨୫ ବର୍ଷରେ ୬.୫% ରହିବ ଭାରତର ଜିଡିପି: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି
ନୂଆଦିଲ୍ଲୀ,୩୧।୧: ଚଳିତ ୨୦୨୪ ବର୍ଷ ଏବଂ ୨୦୨୫ ବର୍ଷରେ ଭାରତର ଅର୍ଥନୈତିକ ବିକାଶ ହାର ୬ ଦଶମିକ ୫ ପ୍ରତିଶତ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଏହାର ଜାନୁଆରୀ ମାସ ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବ ଅନୁମାନ ତୁଳନାରେ ଆଇଏମ୍ଏଫ୍…
ବିଶ୍ୱବ୍ୟାପୀ ୪୦% ଚାକିରି ଖାଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଗକୁ ଆସୁଛି କଠିନ ସମୟ: ଆଇଏମ୍ଏଫ୍ ମୁଖ୍ୟ
ନୂଆଦିଲ୍ଲୀ,୧୫।୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବିଭିନ୍ନ କାର୍ୟ୍ୟକୁ ସରଳ କରିବା ସହିତ ବିଶ୍ୱର ଅଭିବୃଦ୍ଧି ପାଇଁ “ବିପୁଳ ସୁଯୋଗ” ପ୍ରଦାନ କରୁଛି। କିନ୍ତୁ ସମାନ ସମୟରେ ଏଆଇ ବିଶ୍ୱବ୍ୟାପୀ ଚାକିରି ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମୁଖ୍ୟ…
ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଦୃଢ଼ତାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ପ୍ରଶଂସା
ନୂଆଦିଲ୍ଲୀ,୧୯।୧୨: ବୈଶ୍ୱିକ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଓ ଦୃଢ଼ତାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି – ଆଇ.ଏମ୍.ଏଫ୍. ପ୍ରଶଂସା କରିଛି। ଏହା ପକ୍ଷରୁ ପ୍ରକାଶିତ ବାର୍ଷିକ ପରାମର୍ଶ ରିପୋର୍ଟରେ କୁହାଯାଇଛି, ଭାରତ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିଶ୍ୱ ସ୍ତରରେ ଏକ…
Archives


