ପ୍ରୟାଗରାଜ,୧୩ା୪: ଆଇସିସି କ୍ରିକେଟ ଟୁର୍ନାମେଣ୍ଟର ଭବିଷ୍ୟବାଣୀ କରିବା ହେଉ କିମ୍ବା ଭବିଷ୍ୟତ ବିଷୟରେ ବଡ଼ ଦାବି କରିବା ହେଉ ସେ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ରହିଥାନ୍ତି। ମହାକୁମ୍ଭରୁ ଭାଇରାଲ ହୋଇଥିବା ଆଇଆଇଟି ବାବା ଓରଫ ଅଭୟ...
ନୂଆଦିଲ୍ଲୀ,୨୧।୧:ମହାକୁମ୍ଭରେ ଭାଇରାଲ ହୋଇଛନ୍ତି ଆଇଆଇଟି ବାବା । ଆଇଆଇଟି ବମ୍ବେରୁ ବାବା ସାଜିଥିବା ଅଭୟ ସିଂ ଏବେ ସବୁଠି ଚର୍ଚ୍ଚାର ବିଷୟ। ଆଇଆଇଟି ବମ୍ବେରୁ ଏରୋସ୍ପେସ ଇଞ୍ଜିନିୟରିଂରେ ପାଠ ପଢିଛନ୍ତି କିନ୍ତୁ ଏବେ ଆଧ୍ୟାତ୍ମିକ ମାର୍ଗକୁ ଆସି ବାବା ସାଜିଛନ୍ତି।...
ନୂଆଦିଲ୍ଲୀ,୧୪।୧: ମହାକୁମ୍ଭରେ ହୋଇଛି ମହାସମାବେଶ। ବିଶ୍ୱର ଚାରିଆଡୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ପ୍ରୟାଗରାଜରେ ସମାଗମ ହୋଇଛି। ପ୍ରଥମ ଦିନରେ ୧.୬କୋଟିରୁ ଅଧିକ ଭକ୍ତ ଯୋଗ ଦେଇଛନ୍ତି। ଏଥିରେ ବାବା, ନାଗାସାଧୁ ଓ ଅଘୋରୀଙ୍କ ପରି ବହୁ ସାଧୁ ଆସିଛନ୍ତି। ଏଥିରେ ଅନେକ...
Archives
Model This Week
ପିଲାଙ୍କ ଧରିତ୍ରୀ