ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା; ଏଭଳି ବୟାନ ଦେଲା ରାପିଡୋ, ଚାରିଆଡେ ଚର୍ଚ୍ଚା
ନୂଆଦିଲ୍ଲୀ,୨୦।୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଏବଂ ତାଙ୍କ ଟିମ୍ ସହ ଜଡ଼ିତ ଗୁଳିମାଡ଼ ଘଟଣାକୁ ନେଇ ରାପିଡୋ ପକ୍ଷରୁ ଆଧିକାରିକ ବିବୃତ୍ତି ଜାରି କରାଯାଇଛି । ଗଣମାଧ୍ୟମ ରିପୋର୍ଟରେ ଯେଉଁ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି, ସେ ଅକ୍ଟୋବର ୧୪…

