Tag Archives: icc

BCCI କୁ ବଡ ଝଟକା: ଆଗାମୀ ୭ ବର୍ଷ ପାଇଁ ଭାରତରେ ହେବନାହିଁ ICC ର ଏହି ଟୁର୍ଣ୍ଣାମେଣ୍ଟ

ଦୁବାଇ, ୨୦।୭: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛି ଯେ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲ ୨୦୩୧ ପର୍ଯ୍ୟନ୍ତ ଇଂଲଣ୍ଡରେ ହିଁ ଆୟୋଜିତ ହେବ। ଇଂଲଣ୍ଡ ଆଣ୍ଡ ଓ୍ଵେଲସ କ୍ରିକେଟ ବୋର୍ଡ (ଇସିବି)…

୪୮ ଘଣ୍ଟାରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଲାଗିଲା ଆଉ ଏକ ବଡ଼ ଝଟ୍‌କା, ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ… 

ନୂଆଦିଲ୍ଲୀ,୨୯।୬: ବାରବାଡୋସର ବ୍ରିଜଟାଉନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜକୁ ୧୫୯ ରନରେ ପରାସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି। ଏହି ଟେଷ୍ଟ ମ୍ୟାଚରେ ଅନେକ ବିବାଦୀୟ ନିଷ୍ପତ୍ତି ହୋଇଥିଲା, ଯାହା ୱେଷ୍ଟଇଣ୍ଡିଜ…

୪ ଦିନିଆ ଟେଷ୍ଟ ମ୍ୟାଚ୍ ପାଇଁ ଯୋଜନା କରୁଛି ICC: ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ପାଇଁ ଅଲଗା ନିୟମ

ଲଣ୍ଡନ, ୧୭।୬: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଚକ୍ରରେ ଛୋଟ କ୍ରିକେଟ ଖେଳୁଥିବା ଦେଶମାନଙ୍କ ପାଇଁ ୪ ଦିନିଆ ଟେଷ୍ଟ ମ୍ୟାଚ୍‌କୁ ଅନୁମୋଦନ ଦେବାକୁ ପ୍ରସ୍ତୁତ ହେଉଛି। ତେବେ, ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ…

ଷ୍ଟାଡିୟମ୍‌ରେ ଢକ ଢକ କରି ମଦ ପିଇଲେ ଏହି କ୍ରିକେଟର୍‌: ଭିଡିଓ ଭାଇରାଲ୍‌ ହେବାପରେ…

ନୂଆଦିଲ୍ଲୀ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପଡ଼ିଆରେ ହିଁ ସେଲିବ୍ରେଶନ କରିଥିଲା। ଦଳର ଅଧିନାୟକ ଟେମ୍ବା ବାଭୁମା ସମ୍ପୂର୍ଣ୍ଣ ସମୟ ପାଇଁ ବିଜୟୀ ଟ୍ରଫି ନିଜ ପାଖରେ ରଖିଥିବା…

ଭାରତ-ପାକିସ୍ତାନ ଟିମ୍‌ ଏସିଆ କପ୍‌ରେ ହେବେ କି ମୁହାଁମୁହିଁ? BCCI କଲା ବଡ଼ ଖୁଲାସା

ନୁଆଦିଲ୍ଲୀ,୧୯।୫: ଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ନାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି ରିପୋର୍ଟରେ…

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ କେବଳ ICC ଟୁର୍ଣ୍ଣାମେଣ୍ଟ କିମ୍ବା ACC ଟୁର୍ଣ୍ଣାମେଣ୍ଟରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, କିନ୍ତୁ ପହଲଗାମରେ…

ଯାହା କେହି କରି ନାହାଁନ୍ତି ତାହା କରି ଦେଖାଇଲେ ICC ଚେୟାରମ୍ୟାନ Jay Shah

ନୂଆଦିଲ୍ଲୀ,୨୦।୪: ଜୟ ଶାହ ଆଫ୍ରିକା ମହାଦେଶରେ ଅବସ୍ଥିତ ଏକ ଦେଶ ବୋତସୱାନା ଗସ୍ତ କରିବାରେ ଇତିହାସରେ ପ୍ରଥମ ICC ଅଧ୍ୟକ୍ଷ ହୋଇଛନ୍ତି। ପ୍ରକୃତରେ, Jay Shah ସମ୍ପ୍ରତି ଜିମ୍ବାୱେରେ ICC ବୈଠକରେ ଯୋଗ ଦେଇଥିଲେ, ଯାହା ପରେ ସେ ୧୪-୧୬ ଏପ୍ରିଲ…

Shubman Gill: ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଶୁବମନ ଗିଲ୍‌, ବୁମ୍‌ରାଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୩।୩: ଭାରତୀୟ ବ୍ୟାଟସମ୍ୟାନ ଶୁବମନ ଗିଲଙ୍କୁ ଫେବୃଆରୀ ପାଇଁ ICC ପ୍ଲେୟାର୍‌ ଅଫ୍‌ର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଦିଆଯାଇଛି। ଶୁବମନ ଗିଲ ତୃତୀୟ ଥର ପାଇଁ ଆଇସିସି ପ୍ଲେୟାର୍‌ ଅଫ୍‌ର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଜିତିଛନ୍ତି। ଏହି ମାମଲାରେ…

ଟ୍ରଫି ପ୍ରଦାନବେଳେ କାହିଁକି ଉପସ୍ଥିତ ନ ଥିଲେ ପାକିସ୍ତାନ ଅଧିକାରୀ: ICC ପକ୍ଷରୁ ସଫେଇ

ନୂଆଦିଲ୍ଲୀ,୧୧।୩: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ୧୨ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ କରିଛି। ପରେ, ବିସିସିଆଇ ସଭାପତି ରୋଜର ବିନି ଭାରତୀୟ…

ଭାରତର ମୁଣ୍ଡବିନ୍ଧା ବଢାଇଲେ ରୋହିତ ଶର୍ମା: ସେମିଫାଇନାଲ୍‌ ପୂର୍ବରୁ…

ଦୁବାଇ,୨୭।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପୂର୍ବରୁ ଭାରତର ମୁଣ୍ଡବିନ୍ଧା ବଢିଛି। ଦଳର ଅଦତ୍ନାୟକ ରୋହିତ ଶର୍ମା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏବେ ସୁସ୍ଥ ହୋଇନାହାନ୍ତି। ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ…

ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପରେ ପାକିସ୍ତାନରେ ହଇଚଇ: ପିସିବି ନେବ ବଡ଼ ନିଷ୍ପତ୍ତି

ରାଉଲପିଣ୍ଡି,୨୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳର ଲଜ୍ଜାଜନକ ପ୍ରଦର୍ଶନ ହୋଇଛି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ, ଭାରତ ବିପକ୍ଷ ପରାଜୟ ସେମାନଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ମଧ୍ୟରେ, ଆୟୋଜକ…

Shikhar Dhawan with Mystery Girl: ଶିଖର ଧାଓ୍ବନଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ମ୍ୟାଚ୍‌

ଦୁବାଇ,୨୧।୨: ଭାରତ ବାଂଲାଦେଶକୁ ୬ ଉଇକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ କରିଥିଲା। ଟିମ ଇଣ୍ଡିଆ ୨୧ ବଲ ବାକି ଥାଇ ୨୨୯ ରନର ଟାର୍ଗେଟ ହାସଲ କରିନେଇଥିଲା। ମହମ୍ମଦ ଶାମିଙ୍କ ପାଞ୍ଚ ଉଇକେଟ ଅକ୍ତିଆର ପରେ, ଶୁଭମନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri