ପାକିସ୍ତାନର ସିକ୍ରେଟ୍ ଖୋଲିବାକୁ ୧୦ କୋଟିର ଡିଲ୍ କଲା ଭାରତ: ମୁହଁ ଦେଖାଇପାରିବେ ନାହିଁ ଶେହବାଜ ନୂଆଦିଲ୍ଲୀ,୯।୬:ଅପରେଶନ ସିନ୍ଦୂର ପରେ ଭାରତ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ୧୦ କୋଟି ଟଙ୍କା ମୂଲ୍ୟରେ ୩ଟି ହାଇ-ଟେକ ସ୍ପାଏ ପ୍ଲେନ କିଣିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଏକ ପ୍ରସ୍ତାବ ଆଣିବାକୁ...