ହୋଟେଲ ରୁମ୍ କିମ୍ବା ଚେଞ୍ଜିଂ ରୁମ୍ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ… ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ ହୋଟେଲ ରୁମ, ଟ୍ରାଏଲ ରୁମ କିମ୍ବା ଚେଞ୍ଜିଂ ରୁମ୍ର ଲୁଚା କ୍ୟାମେରା (Hidden…