ତତ୍କାଳ ପ୍ରଭାବ ସହିତ ହୁକ୍କା ବିକ୍ରି, ସେବନ ନିଷେଧ କଲେ ରାଜ୍ୟ ସରକାର ବେଙ୍ଗଲୁରୁ,୭।୨: “ଯୁବ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ହୁକା ଧୂମପାନ ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଗୁରୁବାର ଘୋଷଣା ଏହି କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ...