Hi-Tech hospital blas

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ: ଆଖି ବୁଜିଲେ ଆଉ ଜଣେ ଗୁରୁତର

ଭୁବନେଶ୍ୱର,୨୯ା୧୨: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣରେ ଆଉ ଜଣେ ପୀଡିତ ଆଖି ବୁଝିଛନ୍ତି। ଏଥି ସହିତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି। ମୃତକ ହେଉଛନ୍ତି…

2 years ago