Tag Archives: helicopter

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ ନେଇ ସୂଚନା ଅଧିକାର କର୍ମୀ ସୁଧୀର ମହାନ୍ତି ସଙ୍ଗିନ ଅଭିଯୋଗ କରିଛନ୍ତି। ଲୋହିଆଭବନଠାରେ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା ଦୌରା ଜଜ୍‌ଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍‌ ଜାରି ହୋଇଛି। ୧୫ ତାରିଖ ସୁଦ୍ଧା…

ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୁଦ୍ଧବିମାନ, ହେଲିକପ୍ଟର ନିଖୋଜ; ଟ୍ରମ୍ପ ଦେଲେ ବଡ଼ ବୟାନ

ୱାଶିଂଟନ୍,୨୭।୧୦: ଆମେରିକା ନୌସେନାର ବିମାନବାହୀ ଜାହାଜ ୟୁଏସ୍‌ଏସ୍ ନିମିଟ୍‌ଜ୍‌ରୁ ଉଡ଼ାଣ କରିଥିବା ଏଫ୍‌/ଏ-୧୮ଏଫ୍ ସୁପର୍ ହର୍ନେଟ୍ ଯୁଦ୍ଧବିମାନ ଓ ଏମ୍‌ଏଚ୍‌-୬୦ଆର୍ ସୀ ହକ୍ ହେଲିକପ୍ଟର ରବିବାର ଦକ୍ଷିଣ ଚାଇନା ସାଗରରେ ୩୦ ମିନିଟ୍‌ ଅନ୍ତରରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ହେଲିକପ୍ଟରର ତିନି କ୍ରୁ…

ଯେତେ ସମୟ ଲାଗୁଛି ଲାଗୁ ମୁଁ ସଡ଼କପଥରେ ଯିବି, ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୦୨୩ରେ ଜାତିଗତ ହିଂସା ପରେ ମଣିପୁରର ପ୍ରଥମ ଗସ୍ତରେ ଶନିବାର ଅପରାହ୍ନରେ ରାଜଧାନୀ ଇମ୍ଫାଲରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ସେ ଇମ୍ଫାଲରେ ପହଞ୍ଚିଲେ ସେତେବେଳେ ପ୍ରବଳ ବର୍ଷା ହେଉଥିଲା, ସେତେବେଳେ ସେ ନିଷ୍ପତ୍ତି ନେଇଥିଲେ…

ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ବାବୁମାନେ ବିମାନ ବୁଲାରେ…

ଭୁବନେଶ୍ୱର,୧୭ା୧୦: ପୂର୍ବ ସରକାରରେ ମନ୍ତ୍ରୀ ଏବଂ ବାବୁମାନେ ବିମାନ ବୁଲାରେ ଖର୍ଚ୍ଚ କରିଥିବା ଅର୍ଥକୁ ନେଇ ପୁଣି କଡ଼ା ଟାର୍ଗେଟ୍‌ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଚାଟାର୍ଡ ଫ୍ଲାଇଟ୍‌ ବଦଳରେ ମୁଖ୍ୟମନ୍ତ୍ରୀ ସାଧାରଣ ବିମାନରେ ଯାଇ ବହୁ ଅର୍ଥ…

ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୭ା୧୦: ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ମାଗିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ନକ୍ସଲ ଅପରେଶନ ଜୋରଦାର କରାଯାଇଛି। ସେଠାକାର ନକ୍ସଲଙ୍କର ଓଡ଼ିଶାରେ…

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ, କହିଲେ ମୁଁ କହିଛି ମାନେ…

ଭୁବନେଶ୍ୱର,୧୮ା୮: ବିଜେଡି ନେତା ତଥା ପୂର୍ବତନ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତୁରନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପାଣ୍ଡିଆନ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ହେଲିକପ୍ଟରରେ ବୁଲିବା ଅଭିଯୋଗ ହୋଇଥିଲା। ଏନେଇ…

୧୭ ଦିନ ପୂର୍ବରୁ ନିଖୋଜ ବିମାନର ମିଳିଲା ସନ୍ଧାନ, ଦୁଇ ପାଇଲଟଙ୍କର…

ନୂଆଦିଲ୍ଲୀ, ୩୦।୦୭: ପାଖାପାଖି ୧୭ଦିନ ହେବ ନିଖୋଜ ଥିବା କମ଼୍େବାଡ଼ିଆ ସେନାବାହିନୀର ହେଲିକପ୍ଟରର ଭଗ୍ନାବଶେଷ ମିଳିଛି । ସୋମବାର ଏକ ପର୍ବତ ଉପରେ ଏହାର ଅଂଶ ବିଶେଷ ଦେଖିବାକୁ ମିଳିଛି । ହେଲିକପ୍ଟରରେ ଦୁଇ ପାଇଲଟ୍‌ ରହିଥିଲେ । ସରକାର ଏବଂ…

ସମୁଦ୍ରରେ ବୁଡ଼ିଯିବାର ୧୮ ଘଣ୍ଟା ପରେ ବି ମିଳୁନି ଛାତ୍ରଙ୍କ ପତ୍ତା, ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ

ଛତ୍ରପୁର,୨୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣାର ୧୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସି ନିର୍ଦ୍ଦେଶ କ୍ରମେ ହେଲିକପ୍ଟର ଯୋଗେ ଖୋଜା ଖୋଜି…

ନିର୍ବାଚନ ପ୍ରଚାରରେ ମହଙ୍ଗା ହେବ ହେଲିକପ୍ଟର ଭଡ଼ା, ଘଣ୍ଟାକୁ ପଡ଼ିବ…

ନୂଆଦିଲ୍ଲୀ,୧୦ା୪: ରାଜନୈତିକ ଦଳ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗତ ସାଧାରଣ ନିର୍ବାଚନ ତୁଳନାରେ ଚାର୍ଟାର୍ଡ ବିମାନ ଏବଂ ହେଲିକପ୍ଟରର ଚାହିଦା ୪୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ହେଲିକପ୍ଟରଗୁଡ଼ିକର ଚାହିଦା ଫିକ୍ସଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?