ମଦ କିଣିବାକୁ ଗଲେ ହେଉଛି ସ୍ୱାସ୍ଥ୍ୟ ପରୀକ୍ଷା, ଦୋକାନରେ ଲିଭର ଓ କିଡ୍ନୀ ଯାଞ୍ଚ କରୁଛି…
ଭୋପାଳ,୨୫।୧୧: ମଦ୍ୟପାନ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବାକୁ ପ୍ରଶାସନର ନିଆରା ପଦକ୍ଷେପ । ଏଣିକି ମଦ କିଣିବାକୁ ଦୋକାନକୁ ଆସୁଥିବା ଲୋକଙ୍କର ସେଠାରେ ହିଁ କରାଯାଉଛି ସ୍ୱାସ୍ଥ୍ୟ ପରୀକ୍ଷା। ଏପରିକି ରକ୍ତ ନମୁନା ସଂଗ୍ରହ କରି ଲିଭର ଓ…

