କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍ ଡ୍ରାମା! ମାଇକ୍ ଫିଙ୍ଗିଲେ, ଚେୟାର…
ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ ଜଣକ ହଙ୍ଗାମା କରିବା ସହ ମାଇକ୍ ଫିଙ୍ଗି ଦେଇଥିଲେ । ଏପରିକି ମଞ୍ଚରୁ…

