ଜୀବନରେ ଶାନ୍ତି ପାଇବାକୁ ହେଲେ ମାନନ୍ତୁ ଏସବୁ କଥା… ଜୀବନରେ ଶାନ୍ତି ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ ବେଳେବେଳେ ଛୋଟମୋଟ ଭୁଲ୍ ଯୋଗୁ ଘରେ ଅଶାନ୍ତି ଲାଗିରହେ ଆଉ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୁଏ। ଯେମିତିକି: * ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ନ ସଜାଡ଼ଲେ, ଘରେ...