Tag Archives: Hamas

ଇସ୍ରାଏଲ ସେନାର ଆଖିବୁଜା ଆକ୍ରମଣ, ୩ହଜାର ୩ଶହ ଶିଶୁଙ୍କର ମୃତ୍ୟୁ ହୋଇଥିବା କରାଯାଉଛି ଦାବି

ଜେରୁଜେଲମ,୩୦।୧୦: ସୋମବାର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧର ୨୩ ତମ ଦିବସ। ଗୋଟିଏ ପଟେ ଇସ୍ରାଏଲ ସୈନ୍ୟବାହିନୀ ହମାସ ଉପରେ ଆକ୍ରମଣ କରୁଛନ୍ତି। ଅନ୍ୟପକ୍ଷରେ ଲେବାନାନର ଉଗ୍ରବାଦୀ ସଂଗଠନ ହିଜବୁଲ ବିରୋଧରେ ମଧ୍ୟ ଜୋରଦାର ଏୟାର ଷ୍ଟ୍ରାଇକ ଚାଲିଛି। ଗାଜାର ଜନସଂଖ୍ୟା ୨.୩…

ଗାଜାରେ ପଶିଲା ଇସ୍ରାଏଲ ସ୍ଥଳ ସେନା, ଚାଲିଛି ଘମାଘୋଟ ଯୁଦ୍ଧ, ବୋମାମାଡ଼

ନୂଆଦିଲ୍ଲୀ, ୨୮।୧୦: ଇସ୍ରାଏଲ ସ୍ଥଳ ସେନା ଶୁକ୍ରବାର ରାତିରେ ହୋଇଥିବା ଅପରେସନ୍ର ଗାଜାରେ ପ୍ରବେଶ କରିଛି। ଏନେଇ ଇସ୍ରାଏଲ ସେନାର ମୁଖପାତ୍ର ଡାନିଏଲ ହାଜାରୀ ସୂଚନା ଦେଇଛନ୍ତି। ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଦେଖିବାକୁ ମିଳୁଛି…

ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ମତ ବଦଳାଇଲା ଚାଇନା, କହିଲା- ‘ଆତ୍ମରକ୍ଷା ପାଇଁ ରହିଛି ଅଧିକାର’

ନୂଆଦିଲ୍ଲୀ, ୨୪/୧୦: ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ-ଇସ୍ରାଏଲର ପୁନଃ ନିର୍ମାଣରେ ସହଯୋଗ କରିବାକୁ ଚାଇନା ଯଥାସମ୍ଭବ ଉଦ୍ୟମ କରିବ ମଙ୍ଗଳବାର ଇସ୍ରାଏଲ୍ ପ୍ରତିପକ୍ଷଙ୍କୁ ଏକ ଫୋନ୍ କଲରେ ଏହି କଥା କହିଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀ। ତେବେ ଯେପର୍ଯ୍ୟନ୍ତ ଶାନ୍ତି ପାଇଁ ସ୍ଥାପନା…

ହମାସ ଶିବିର ଉପରେ ସାରା ରାତି ଆକ୍ରମଣ କଲେ ଇସ୍ରାଏଲ ସେନା

ଜେରୁଜେଲମ,୨୧।୧୦: ଗାଜାରେ ରାତାରାତି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଜବାଲିଆର ଅଲ-ମୋତୱକ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଏୟାର ଷ୍ଟ୍ରାଇକରେ ଅନ୍ୟ ୧୦ ଜଣଙ୍କର ମୃତ୍ୟୁ…

ଡ୍ରଗ୍ସ ନିଶାରେ ଚୁର ହୋଇ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୨୦/୧୦: ୭ ଅକ୍ଟୋବରକୁ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଜାରି ରହିଛି। ଏହି ଯୁଦ୍ଧରେ ୧୪୦୦ରୁ ଅଧିକ ଇସ୍ରାଏଲିଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ପାଲେଷ୍ଟାଇନ ନାଗରିକ ମୃତ୍ୟୁ ମୁଖରେ ପଡିଛନ୍ତି। ତେବେ ଏହି…

ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ

ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ ବୃଧି…

ସ୍ଥଳଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ: ହମାସର ଚେତାବନୀ…

ଜେରୁଜେଲମ,୧୮।୧୦ : ଅବରୋଧିତ ଗାଜା ଷ୍ଟ୍ରିପ ଉପରେ ଯୋଜନାବଦ୍ଧ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲ ଟ୍ୟାଙ୍କ ଏବଂ ସାମରିକ ଯାନ ଯୋଗାଡ଼ କରୁଥିବାରୁ ହାମାସ ଆତଙ୍କବାଦୀ ଗୋଷ୍ଠୀ କହିଛି ଆମେ ଭୟଭୀତ ନୁହେଁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। ଇସ୍ରାଏଲ ଏକ…

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହମାସର ଆଉଜଣେ ଟପ୍‌ କମାଣ୍ଡର ନିହତ

ଗାଜା,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଏଥିରେ ହଜାର ହଜାର ନୀରିହ ଲୋକଙ୍କ ହତ୍ୟା ହମାସ କରୁଥିବାବେଳେ ଇସୟାଏଲ ମଧ୍ୟ ରକ୍ତମୁଖା ହୋଇଛି। ସୋମବାର ହମାସର ଜଣେ କମାଣ୍ଡରଙ୍କ ହତ୍ୟା କରିବା ପରେ ମଙ୍ଗଳବାର ଆଉ ଜଣଙ୍କର…

‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ’, ହମାସ ଏବଂ ଇରାନ୍କୁ ଏକା ସାଥେ ଧମକ ଦେଲେ ବେଞ୍ଜାମିନ ନେତାନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସାଙ୍ଗରେ ଇରାନ ଏବଂ ହମାସକୁ ଧମକ ଦେଇଛନ୍ତି। ନେତାନ୍ୟାହୁ ଏହି ଦୁଇ ଦେଶକୁ କହିଛନ୍ତି ଯେ, ‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ।’ ଏକ ସମ୍ବୋଧନରେ ସେ କହିଥିଲେ କି ହମାସକୁ ମାଟିରେ ମିଶାଇବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri