ଏୟାରଷ୍ଟ୍ରାଇକ୍ରେ କମାଣ୍ଡରଙ୍କ ସମେତ ୯ ମୃତ
ରାମାଲ୍ଲା/କାଇରୋ,୪ା୮: ଓ୍ବେଷ୍ଟ ବ୍ୟାଙ୍କରେ ଶନିବାର ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ରେ ହମାସ୍ କମାଣ୍ଡରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇସ୍ଲାମିକ ଜିହାଦ ଯୋଦ୍ଧା ରହିଛନ୍ତି। ସେହିପରି ଅନ୍ୟ ଏକ ଆକ୍ରମଣରେ ୪ ଜଣ ବନ୍ଧୁକଧାରୀ ନିହତ ହୋଇଥିବା ଇସ୍ରାଏଲ୍...
ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ, ଆମେରିକା ପଠାଇଲା ଯୁଦ୍ଧଜାହାଜ
ଓ୍ବାଶିଂଟନ,୪ା୮: ଇସ୍ରାଏଲ୍ ଆକ୍ରମଣରେ ଗାଜାର ଶାସକ ହମାସ୍ ମୁଖ୍ୟ ଇସ୍ମାଇଲ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଛି। ଇରାନ ଏବଂ ଏହାର ସହଯୋଗୀ ହମାସ୍ ଓ ହେଜବୋଲ୍ଲା ପକ୍ଷରୁ ଯୁଦ୍ଧ ଧମକ ଦିଆଯାଇଛି। ଇସ୍ରାଏଲ୍ ଏବଂ ଇରାନ ଯୁଦ୍ଧର...
ଇସ୍ରାଏଲର ଏୟାର ଷ୍ଟ୍ରାଇକ୍: ୧୦ ଶିଶୁଙ୍କ ସମେତ ୨୮ ମୃତ
ଜେରୁଜେଲମ୍,୧୦ା୨: ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ରଫାହରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ୨୮ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଶନିବାର ରଫାହ ଅଞ୍ଚଳରେ ଥିବା ଘର ଉପରେ ୩ଟି ଏୟାର ଷ୍ଟ୍ରାଇକ୍...
ଇସ୍ରାଏଲର ଆକ୍ରମଣ: ୭୦ରୁ ଅଧିକ ମୃତ
ଜେରୁଜେଲମ୍,୨୫ା୧୨: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଫଳରେ ୭୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି। ଏହି ମୃତକଙ୍କ ମଧ୍ୟରେ...
ଜାଣନ୍ତି ହମାସ୍ ଉପରେ ଭାରତ କାହିଁକି ଲଗାଉନାହିଁ ପ୍ରତିବନ୍ଧକ
ଜେରୁଜେଲମ୍/ନୂଆଦିଲ୍ଲୀ,୬ା୧୧: ଅକ୍ଟୋବର ୭ରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ପରଠାରୁ ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବ୍ୟାପୀ ଦାବି ହୋଇଆସୁଛି। ତେବେ ଭାରତୀୟ ଗୁପ୍ତଚର ଏଜେନ୍ସି ସହ ଜଡ଼ିତ ବିଶେଷ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି...
McDonalds ରେ ଶହ ଶହ ମୂଷା ଛାଡ଼ିଦେଲେ ଜଣେ ଯୁବକ, ଏଣେତେଣେ ଦୌଡ଼ିବାକୁ ଲାଗିଲେ ଗ୍ରାହକ; ଦେଖନ୍ତୁ ଭିଡିଓ…
ଲଣ୍ଡନ,୩୧।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ବିନାଶକାରୀ ଯୁଦ୍ଧ ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି। ଜଣେ ପାଲେଷ୍ଟାଇନ ସମର୍ଥକ ଇସ୍ରାଏଲକୁ ବିରୋଧ କରିବାକୁ ଯାଇ ମ୍ୟାକ୍ଡୋନାଲ୍ଡର ଏକ ରେଷ୍ଟୁରାଣ୍ଟରେ ଶହ...
ଇସ୍ରାଏଲ ସେନାର ଆଖିବୁଜା ଆକ୍ରମଣ, ୩ହଜାର ୩ଶହ ଶିଶୁଙ୍କର ମୃତ୍ୟୁ ହୋଇଥିବା କରାଯାଉଛି ଦାବି
ଜେରୁଜେଲମ,୩୦।୧୦: ସୋମବାର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧର ୨୩ ତମ ଦିବସ। ଗୋଟିଏ ପଟେ ଇସ୍ରାଏଲ ସୈନ୍ୟବାହିନୀ ହମାସ ଉପରେ ଆକ୍ରମଣ କରୁଛନ୍ତି। ଅନ୍ୟପକ୍ଷରେ ଲେବାନାନର ଉଗ୍ରବାଦୀ ସଂଗଠନ ହିଜବୁଲ ବିରୋଧରେ ମଧ୍ୟ ଜୋରଦାର ଏୟାର ଷ୍ଟ୍ରାଇକ ଚାଲିଛି। ଗାଜାର ଜନସଂଖ୍ୟା...
ଏତେଶୀଘ୍ର ଶେଷ ହେବ ନାହିଁ ଏହି ଯୁଦ୍ଧ, ହମାସ୍ ବିରୋଧରେ ଇସ୍ରାଏଲର ଆହୁରି ପ୍ରସ୍ତୁତି ଜୋର୍ଦାର୍
ଜେରୁଜେଲମ୍,୩୦ା୧୦: ସୋମବାର ହେଉଛି ଇସ୍ରାଏଲ-ହମାସ୍ ଯୁଦ୍ଧର ୨୪ତମ ଦିନ। ଉଭୟ ପାର୍ଶ୍ୱରୁ ଲଗାତର ଆକ୍ରମଣ କରାଯାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେବଳ ଗାଜାରେ ମୃତ୍ୟୁସଂଖ୍ୟା ୮୦୦୦ ଟପିଛି। ଏଥି ସହିତ ୧୪୦୦ରୁ...
ଗାଜାର ସ୍ଥିତି ବହୁତ ଖରାପ, ଯୁଦ୍ଧ ବନ୍ଦ ପାଇଁ ନିବେଦନ କଲେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ
ଓ୍ବାଶିଂଟନ,୨୮ା୧୦: ଗାଜାରେ ଅବସ୍ଥା ଅତ୍ୟନ୍ତ ଖରାପ। ଆମେ ଆମର କର୍ମଚାରୀଙ୍କ ବିଷୟରେ ଚିନ୍ତିତ। ଯୋଗାଯୋଗ ମଧ୍ୟ ସମ୍ଭବ ନୁହେଁ। ତେଣୁ ଖୁବ୍ଶୀଘ୍ର ଯୁଦ୍ଧ ବନ୍ଦ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ନିବେଦନ କରିଛନ୍ତି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ...
ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ହେଲା ସ୍ପଷ୍ଟ
ଜାତିସଂଘ,୨୮।୧୦: ଗାଜାରେ ଯୁଦ୍ଧବିରାମ ଆଣିବା ପାଇଁ ଜାତିସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ଆଗତ ପ୍ରସ୍ତାବରେ ୧୨୦ଟି ଦେଶ ସମର୍ଥନ ମିଳିଥିବାବେଳେ ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇ ନାହାନ୍ତି। ଇସ୍ରାଏଲ ଏହି ପ୍ରସ୍ତାବକୁ...
୨୧ ଦିନରେ ଯୁଦ୍ଧ: ୮୫୦୦ରୁ ଅଧିକ ହରାଇଲେଣି ପ୍ରାଣ, ଜାଣନ୍ତୁ ଏ ପର୍ଯ୍ୟନ୍ତ ଘଟିଥିବା ପୂରା ଘଟଣା ସମ୍ପର୍କରେ…
ଜେରୁଜେଲମ୍,୨୭ା୧୦: ହମାସ୍-ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଇତିମଧ୍ୟରେ ୨୧ ଦିନରେ ପହଞ୍ଚିଛି। ତଥାପି ଏହା ବନ୍ଦ ହେବାର ନାଁ ନେଉନି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧ ଯୋଗୁ ଉଭୟ ପକ୍ଷଙ୍କ ୮୫୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଅକ୍ଟୋବର ୭ରେ...
ହମାସ ବିରୋଧ ଲଢେଇରେ ଇସ୍ରାଏଲର ଅଧିକାରଙ୍କୁ ସମର୍ଥନ କରୁଛି ବିଟ୍ରେନ: ସୁନକ
ଜେରୁଜେଲମ,୧୯।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲ ଗସ୍ତ କରିଛନ୍ତି। ଏହି ସମୟରେ ସୁନକ ଇସ୍ରାଏଲର ଅଧିକାରକୁ ସମର୍ଥନ କରିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ବ୍ରିଟେନ ଇସ୍ରାଏଲର ନିଜକୁ...
Archives


