ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଗୁଡ଼ାରି ପୋଲିସର ‘ରନ୍ ଫର୍ ୟୁନିଟି’: ଦେଶପ୍ରେମ-ଏକତାର ସଂକଳ୍ପ
ଗୁଡ଼ାରି, ୩୧।୧୦(ପ୍ରମୋଦ କୁମାର ପତି): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜନ୍ମଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଡ଼ାରି ପୋଲିସ ପକ୍ଷରୁ ଏକ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।…

