ଗ୍ରୋକ୍ ଏଆଇକୁ ନେଇ ଏଲନ ମସ୍କଙ୍କ ବଡ଼ ନିଷ୍ପତ୍ତି, ରାଗରେ ନିଆଁବାଣ ହେବେ ବ୍ୟବହାରକାରୀ… ନୂଆଦିଲ୍ଲୀ,୯।୮: ଯଦି ଆପଣ ପ୍ରତିଦିନ ଗ୍ରୋକ ଏଆଇ ବ୍ୟବହାର କରୁଛନ୍ତି ଏବଂ ଏହା ଆପଣଙ୍କର ପ୍ରିୟ ଏଆଇ ଟୁଲ, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ରହିଛି। ଏଲନ ମସ୍କ ଗ୍ରୋକ ଏଆଇକୁ ନେଇ ଏକ ବଡ଼ ନିଷ୍ପତ୍ତି...