ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ ର୍ତ୍ତମାନ ସମୟର ସବୁଠାରୁ ଉଦ୍ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍ଆର୍ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ। ଅର୍ଥାତ୍ ଜଙ୍ଗଲ ବୃଦ୍ଧି ହାରରେ ଆଶାନୁରୂପକ ଅଗ୍ରଗତି ଘଟୁନି। ତେବେ ଗୋଟିଏ ଭଲ…