ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଏବେ କେଉଁଠି ରହିବେ ଧନକର? କ୍ୱାର୍ଟର୍ସ ମିଳିବ କି ନାହିଁ ଜାଣନ୍ତୁ… ନୂଆଦିଲ୍ଲୀ,୨୩ା୭: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଜଗଦୀପ ଧନକର ସରକାରୀ କ୍ୱାର୍ଟର୍ସ ପାଇବେ କି ନାହିଁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଧନକର ଗତ…