ଯୁଦ୍ଧ ପ୍ରଭାବରେ ସୃଷ୍ଟି ହୋଇଛି ୩୫ ଟ୍ରିଲିୟନ ଡଲାରର ସୁନା ବଜାର ଲଣ୍ଡନ,୧୦ା୩: ଇରାନ-ଆମେରିକା ଯୁଦ୍ଧକୁ ନେଇ ବୈଶ୍ୱିକ ପୁଞ୍ଜି ବଜାର ବେଳକୁ ବେଳ ଧରାଶାୟୀ ହେବାରେ ଲାଗିଛି। ତୈଳ ସଙ୍କଟକୁ ନେଇ ପେଟ୍ରୋଲୟିମ ବଜାରରେ ଅସ୍ଥିରତା ଏବଂ ଭୂ-ରାଜନୈତିକ ସ୍ତରରେ ଦେଖାଯାଇଥିବା ଅସାମଞ୍ଜସ୍ୟ ନିବେଶକଙ୍କୁ ଘୋର ଆଶଙ୍କା ମଧ୍ୟକୁ ଠେଲି ଦେଇଥିବାବେଳେ ଏବେ ଶେୟାର…